Month: May 2022

୩୦୦ ଫୁଟ୍‌ର ଗଭୀର କୂଅରେ ଖସିପଡ଼ିଛି ୬ ବର୍ଷର କଅଁଳ ଶିଶୁ

ଅମୃତସର : ୩୦୦ ଫୁଟ୍‌ର ଏକ ଗଭୀର କୂଅରେ ଖସିପଡ଼ିଛି ୬ ବର୍ଷର କଅଁଳ ଶିଶୁ। ଏପରି ଏକ ଅଭାବନୀୟ ଘଟଣା ଆସିଛି ପଞ୍ଜାବର ହୋସିଆରପୁର ଗ୍ରାମରେ। ଘଟଣାଟି ହୋସିଆପୁର ଜିଲ୍ଲାର ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଘଟିଛି। ସୂଚନା ମୁତାବକ…

ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଦିସପୁର : ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ଦେଖାଦେଇ ନେଲଣି ୧୮ ଜୀବନ। ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥରରେ ପହଞ୍ଚିଲାଣି ଆସାମ ବାସୀଙ୍କ ପାଇଁ । କେଉଁଠି ଘର ବୁଡ଼ି ଗଲାଣି ତ କେଉଁଠି ରୋଡ଼ ଭୁଶୁଡ଼ି ଗଲାଣି ଅକାଳ…

ଆମ ସ୍ୱରକୁ ଅଧିକ ଶାଣିତ କରିବାକୁ ହେବ: ଭୃଗୁ, ଭୁବନେଶ୍ୱରରେ ହେବ ଦକ୍ଷିଣ ଓଡ଼ିଶା ମହୋତ୍ସବ

ନିର୍ଭୟ ମିଡିଆ: ଭୁବନେଶ୍ୱର ଆମର ସବୁ ଅଛି, ହେଲେ ଆମେ ସବୁଠୁ ପଛୁଆ । ଜଙ୍ଗଲ, ଜମି, ଖଣି, ସମୁଦ୍ର ଉପକୂଳ ଥାଇ ମଧ୍ୟ ଭାରତର ସବୁଠୁ ଗରିବ ଜିଲ୍ଲା ହେଉଛି ଆମ ଅଞ୍ଚଳର ନବରଙ୍ଗପୁର । ତେଣୁ ଯେପର୍ଯ୍ୟନ୍ତ ଆମେ…

ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ : ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷକ ଅଟକ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୂର୍‌ ବ୍ଲକ୍‌ ଅନ୍ତର୍ଗତ ଗୋପୀନାଥପୁର ହାଇସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କୁ ଥାନାରେ ଅଟକ ରଖାଯାଇଛି । ଏ ନେଇ ଶନିବାର ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା କମିଟି କର୍ମକର୍ତ୍ତା,…

‘ଶେଷ ରାତି’ରେ ରୀୟା

ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କୁ ମିଳିଛି ଆଉ ଏକ ଓଡ଼ିଆ ସିନେମା । ଏହି ସିନେମାର ଶୀର୍ଷକ ହେଲା “ଶେଷ ରାତି’ । ଏହା ଏକ ଭିନ୍ନ ସ୍ୱାଦର ଛବି । ଏଥିରେ ରୀୟା ଦେଙ୍କ ବିପକ୍ଷରେ ନାୟକ ସାଜିଛନ୍ତି…

ପ୍ରେମ ତ୍ରିକୋଣରେ ତନୁଶ୍ରୀ

ଖୁବ୍‌ଶୀଘ୍ର ପରଦାକୁ ଆସିବ ଏକ ଓଡ଼ିଆ ସିନେମା, ଯାହାର କାହାଣୀର ବଡ଼ କଥା ହେଲା ପ୍ରେମ ତ୍ରିକୋଣ। ଏହାର ତିନିକୋଣରେ ଅଛନ୍ତି ଦୁଇ ପ୍ରେମିକ ଓ ଜଣେ ପ୍ରେମିକା। ଏଠାରେ ଯେଉଁ ଦୁଇ ନାୟକଙ୍କ କଥା କୁହାଯାଉଛି, ସେମାନେ ହେଲେ ଅଭିଷେକ…

ପପୁ ପମପମ୍‌: ଖଳନାୟକ ହେବାକୁ ଇଚ୍ଛା

ଓଲିଉଡର କମେଡି କିଙ୍ଗ୍‌ ପପୁ ପମ୍‌ପମ୍‌ ଏକାଧାରରେ ଜଣେ ହାସ୍ୟାଭିନେତା, ନାୟକ, ଗାୟକ, ସଙ୍ଗୀତକାର ଏବଂ ନିର୍ଦ୍ଦେଶକ। ପପୁ ପମ୍‌ପମ୍‌ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ “ତୁ ମୋ’ ଆଖିର ତାରା’ ସିନେମାରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ଇତିମଧ୍ୟରେ ୩୦ରୁ…

ରାତିଅଧିଆ ଜିପିଆରଏସ୍‌,ଏଥରକ ପିନାକୀଙ୍କ ସହ ସରକାର ବି ପଡ଼ିଗଲେ ଧରା

କୁହାଯାଏ ଗୋଟିଏ ମିଛକୁ ଲୁଚାଇବା ପାଇଁ ଲୋକେ ହଜାରେ ମିଛ କହନ୍ତି । କିନ୍ତୁ ଏହାଦ୍ୱାରା ନିଜେ ତ ଅପଦସ୍ତ ହୁଅନ୍ତି, ଅଧିକନ୍ତୁ ସତ ଆହୁରି ଉଜ୍ଜ୍ୱଳ ହୋଇ ବାହାରକୁ ଫୁଟିଆସେ । ଠିକ୍‌ ସମାନ ଅବସ୍ଥା ପୁରୀ ସାଂସଦ ପିନାକୀ…

ବିଜଦର ଦବଙ୍ଗଗିରି ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଭୋଟ୍‌ ଦେଇନଥିବାରୁ ସମିତିସଭ୍ୟାଙ୍କୁ ବାସନ୍ଦ ଦନ୍ଦ

ପଞ୍ଚାୟତ ନିର୍ବାଚନକୁ ଦୁଇମାସ ବିତିଗଲାଣି । ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଓ ତାଙ୍କ ସମର୍ଥକମାନେ ବଡ଼ ସଫଳତା ପାଇଛନ୍ତି । ଏହା ସତ୍ତ୍ୱେ ଯେଉଁ ସ୍ଥାନରେ ସେମାନେ କଡ଼ା ଟକ୍କର ସମ୍ମୁଖୀନ ହୋଇଥିଲେ ଏବଂ ହାରିଥିଲେ ସେଠାରେ ନିୟମିତ…

ବିଶ୍ୱବିଦ୍ୟାଳୟ ଆଇନକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

ରାଜ୍ୟ ସରକାର ବିଧାନସଭାରେ ପାରିତ କରାଇ ନେଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୦ ଉପରେ ସୁପି୍ରମକୋର୍ଟ ଦେଇଥିବା ନିଦେ୍ର୍ଦଶକୁ ବିରୋଧୀ କଂଗ୍ରେସ ଓ ଭାଜପା ସ୍ୱାଗତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଆସିବା ପରେ ସରକାରଙ୍କ ଅସଲ ଉଦେ୍ଦଶ୍ୟ ଧରାପଡ଼ିଯାଇଛି ।…