Day: 28 May 2022

ଯୌତୁକ ଯୋଗୁ ପୁଣି ଚାଲିଗଲା ୫ ଜୀବନ

ଯେତେ କଠୋର ନିୟମ ସରକାର ଆଣିଲେ ବି ସମାଜରୁ ଯୌତୁକ ଜନିତ ଅପରାଧ ଥମିବାର ନାଁ ନେଉନାହିଁ । ସ୍ଥାନୀୟ ଡୁଡୁ ଅଞ୍ଚଳରେ ଏପରି ଏକ ହୃଦୟଥରା ଘଟଣା ଘଟିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଡୁଡୁ ଅଞ୍ଚଳର କୂଅରୁ…

ଦିବ୍ୟାଙ୍ଗ ଶିଶୁକୁ ବିମାନରେ ବସାଇନଥିବା ଇଣ୍ଡିଗୋକୁ ୫ଲକ୍ଷ ଟଙ୍କା ଜରିମାନା ନିର୍ଦେଶ

କିଛି ଦିନ ତଳେ ଜଣେ ଦିବ୍ୟାଙ୍ଗ ଶିଶୁକୁ ଇଣ୍ଡିଗୋ ବିମାନରେ ବସାଇଦିଆଯାଇନଥିବା ମାମଲା ଦେଶବ୍ୟାପୀ ଖୁବ୍‌ ଚର୍ଚ୍ଚିତ ହୋଇଥିଲା । ଏବେ ଏହି ମାମଲାରେ ଡିଜିସିଏ ଇଣ୍ଡିଗୋ ଉପରେ ୫ଲକ୍ଷ ଟଙ୍କା ଜରିମାନା ନିର୍ଦେଶ ଦେଇଛି । ଯେତେବେଳେ ଉକ୍ତ ମାମଲାଟି…

ପିଲାଙ୍କୁ ଅଧିକ ବିପଦ ମଙ୍କିପକ୍ସ: ଆଇସିଏମଆର

ମଙ୍କିପକ୍ସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଶନିବାର ଚେତାବନୀ ଜାରି କରିଛି । ଏହା ଅନୁଯାୟୀ, ଏହି ସଂକ୍ରମଣର ଅଧିକ ବିପଦ ଛୋଟ ପିଲାଙ୍କୁ ରହିଛି । ବର୍ତ୍ତମାନ ସୁଦ୍ଧା ଭାରତରେ…

ଦେଶର ପ୍ରଥମ ନାନୋ ୟୁରିୟା ପ୍ଳାଣ୍ଟ ଉଦ୍‌ଘାଟିତ ଦେଶର କୃଷକଙ୍କ ପାଇଁ କାମ କରୁଛୁ ଓ ଆଗକୁ ମଧ୍ୟ କରିବୁ: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟର ଗାନ୍ଧୀନଗରଠାରେ ଦେଶର ପ୍ରଥମ ନାନୋ ଲିକ୍ୱିଡ ୟୁରିୟା ପ୍ଳାଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୮ ବର୍ଷ ପୂର୍ବରୁ ଦେଶର ଚାଷୀ ୟୁରିୟା ପାଇଁ ଲାଠିମାଡ ଖାଉଥିଲେ, ହେଲେ…

ଆଜି ଆଇପିଏଲ୍ ଫାଇନାଲ ଟାଇଟନ୍ସ ଓ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର ଆଶା

କ୍ୱାଲିଫାଏର-୧ର ଲଢ଼େଇ ପୁଣି ଥରେ ରିପିଟ୍ ହେବ ଫାଇନାଲରେ । ଦୁଇ ଟେବୁଲ ଟପ୍ପର ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଟ୍ରଫି ପାଇଁ ମୁହାଁମୁହିଁ ହେବେ ରବିବାର । କ୍ୱାଲିଫାଏର-୧ର ଲଢ଼େଇ ଥିଲା ଫାଇନାଲକୁ ପ୍ରବେଶ ପାଇଁ ।…

ସେମି ଫାଇନାଲରେ ପ୍ରମୋଦ ଭଗତ

ଦୁବାଇରେ ଅନୁଷ୍ଠିତ ହେଉଥିବା ଫାଜା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତ ଏସଏଲ-୩ ବର୍ଗର ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଦିନ ନିଜ ଦେଶର ଖେଳାଳି ନେହାଲ ଗୁପ୍ତାଙ୍କ ସହ ପ୍ରମୋଦଙ୍କ କଡା ଟକ୍କର ହୋଇଥିଲା…

ଏସିଆ କପ : ଜାପାନକୁ ହରାଇଲା ଭାରତ

ଗ୍ରୁପ ପର୍ଯ୍ୟାୟରେ ଜାପାନ ପାଖରୁ ହାରିଥିବା ଭାରତ ଶନିବାର ସୁପର ଲିଗ୍‌ ମୁକାବିଲାରେ ଏହାର ବଦଲା ନେଇଛି । ଗ୍ରୁପରେ ଭାରତ ୨-୫ରେ ଜାପାନଠୁ ହାରିଥିଲା । ଶନିବାର ଦିନ ସୁପରଲିଗର ପ୍ରଥମ ମୁକାବିଲାରେ ଜାପାନକୁ ୨-୧ଗୋଲରେ ପରାଜିତ କରିଛି ଟିମ୍‌…

ଚେସ ଅଲିମ୍ପିଆଡ଼ : ରେକର୍ଡ ୧୮୯ଟି ଟିମ୍‌ ଭାଗ ନେବ

ପାଖ ମାହବଳିପୁରମରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ଼ରେ ଏଥର ରେକର୍ଡ ସଂଖ୍ୟକ ଦଳ ଭାଗ ନେବାକୁ ଯାଉଛନ୍ତି । ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଚେସ ସଂଘର ସମ୍ପାଦକ…

ଫ୍ରେଞ୍ଚ ଓପନ : ଓି୍ୱମ୍ବିଲଡନ ଚମ୍ପିଆନକୁ ହରାଇଲେ ବୋପାନ୍ନା

ଶେଷ ପର୍ଯ୍ୟନ୍ତ ଲଢେଇ କରିବାର ସାହସ ଦେଖାଇ ଭାରତର ରୋହନ ବୋପାନ୍ନା ତାଙ୍କ ଯୋଡ଼ିଦାର ମାତୱେଙ୍କ ସହ ଶନିବାର ପୁରୁଷ ଡବଲ୍ସରେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଫ୍ରେଞ୍ଚ ଓପନର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ରୋହନ ଓ ମାତୱେ ୫ଟି ମ୍ୟାଚ…

ଐତିହାସିକ ଫିଲ୍ମରେ ରଣଦୀପ ହୁଡ୍ଡା ନୂଆ ଲୁକ୍‌

ମୁମ୍ବାଇ: ଏକ ଐତିହାସିକ ଫିଲ୍ମରେ ରଣଦୀପ ହୁଡ୍ଡାଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ। ମୁଣ୍ଡରେ କଳା ଟୋପି, ଗୋଲ୍‌ ଚଷମା ଆଉ ମୁହଁରେ ନିଶ। ତାଙ୍କୁ ଚିହ୍ନିବା ହୋଇପଡିଛି ମୁସ୍‌କିଲ୍‌। ତାଙ୍କୁ ଯିଏ ଦେଖୁଛି ସିଏ ଘଡିଏ ଚାହୁଁଛି। ସେ ଅବିକଳ…