Day: 28 May 2022

ଜୁନ୍‌ ୨ରୁ +୨ ଖାତାଦେଖା

ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ ସମୟରେ ଫଳ ପ୍ରକାଶ କରିବା ଲାଗି ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଛି । ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ଦିନ ପ୍ରକାଶିତ ବିଜ୍ଞପ୍ତିରେ ଆସନ୍ତା ଜୁନ୍‌ ୨ ତାରିଖ…

ଅଟୋ ଉପରେ ଚଢ଼ିଗଲା ଟ୍ରକ୍‌ : ୩ ମୃତ, ୫ ଗୁରୁତର

କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଶନିବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ଉପରେ ଏକ ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯିବାରୁ ୩ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟାରେ ଏକ…

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଆଖି ବୁଜିଲା ସିଂହୀ ‘ଗଙ୍ଗା’, ସଂଖ୍ୟା କମିଲା ୧୬କୁ

ଶୁକ୍ରବାର ନନ୍ଦନକାନନରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ କୋଟି କୋଟି ଟଙ୍କା ବ୍ୟୟରେ ଶୁଭାରମ୍ଭ ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା । ହେଲେ ଭିତରକୁ ଯେଉଁମାନଙ୍କୁ ଲୋକେ ଦେଖିବାକୁ ଯିବେ ତାଙ୍କ ପାଇଁ କିନ୍ତୁ ହେଉନାହିଁ ବିଶେଷ ସୁରକ୍ଷା ବ୍ୟବସ୍ଥା । କେତେବେଳେ…

ଫେସ୍‌ବୁକ୍‌ରେ ଫଟୋ ଖୋଲିଦେଲା ଅପହରଣ ରହସ୍ୟ ନାବାଳକକୁ ବିକିଥାନ୍ତେ ୫ଲକ୍ଷରେ

ଟଙ୍କା ଲୋଭରେ ନାବାଳକକୁ ଅପହରଣ କରି ବିକିବାର ଯୋଜନା ଚୂଡାନ୍ତ ହୋଇଯାଇଥିଲା । ଦଲାଲଙ୍କ ସହ ମଧ୍ୟ ହୋଇସାରିଥିଲା ଯୋଗାଯୋଗ । ହେଲେ ଏହି ସମୟରେ ନିଖୋଜ ନାବାଳକକୁ ଉଦ୍ଧାର ପାଇଁ ଗାଁ ଲୋକେ ଫେସ୍‌ବୁକର ସାହାରା ନେଇଥିଲେ । ଫଟୋ…

ଦୁଇବର୍ଷ ଭିତରେ ବିଏସ୍‌ଏନ୍‌ଏଲ୍‌ ହେବ ଲାଭଜନକ ସଂସ୍ଥା : ଅଶ୍ୱିନୀ

ଏହା ସତ ଯେ ଗୋଟିଏ ସମୟରେ ସମସ୍ତଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ବନ୍ଦ ହୋଇଯିବ । କ୍ଷତି ପରିମାଣ ବଢ଼ିବା ଏବଂ ଘରୋଇ କମ୍ପାନୀଙ୍କ ସହ ମୁକାବିଲା କରିବାରେ ଅସମର୍ଥତା କାରଣରୁ ବିଏସ୍‌ଏନ୍‌ଏଲ୍‌ର ଭବିଷ୍ୟତକୁ…

ଆବୁଧାବି ଯାତ୍ରା ପାଇଁ ଜ୍ୟାକଲିନଙ୍କୁ ମିଳିଲା କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ) ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦେଶ ଯାଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଜ୍ୟାକଲିନ ମେ’ ୩୧ରୁ ରୁ ଜୁନ୍ ୬ମଧ୍ୟରେ ଆବୁଧାବି ଯାତ୍ରା କରିପାରିବେ।…

କିଙ୍ଗ ଖାନ୍‌ଙ୍କ ଘରର ନେମ୍‌ ପ୍ଲେଟ୍‌ ଗାଏବ

ମୁମ୍ବାଇ: ଗାଏବ୍‌ ହୋଇଗଲା କିଙ୍ଗ ଖାନ୍‌ଙ୍କ ୨୫ ଲକ୍ଷ ଟଙ୍କାର ‘ମନ୍ନତ’ ନେମ୍‌ ପ୍ଲେଟ୍‌ । ଏବେ ଖୁବ ଚର୍ଚାରେ ଅଛନ୍ତି ବଲିଉଡ଼ର କିଙ୍ଗ ଖାନ ଶାହାରୁଖ। ପୁଅର ଚର୍ଚ୍ଚାରୁ ମୁକୁଳିନଥିବା ବେଳେ ଏବେ ସେ ନିଜ ଘରର ନମ୍ବର ପ୍ଲେଟକୁ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ଧରାପଡ଼ିଲେ ନକଲି ପୁଲିସ ଇନ୍ସପେକ୍ଟର ଓ ଏମ୍ସ ଡାକ୍ତର

ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ ପୁଲିସକୁ ଚକମା ଦେବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ବରମୁଣ୍ଡାରୁ ଗିରଫ ହୋଇଥିବା ଦୁଇ ଆନ୍ତଃରାଜ୍ୟ ମାଫିଆଙ୍କ ତରିକାରୁ ଜଣାପଡିଛି ସେମାନେ କେତେବେଳେ ପୁଲିସ ପୋଷାକରେ ବ୍ରାଉନସୁଗାର କାରବାର କରନ୍ତି ତ ଆଉ କେତେବେଳେ…

ଫିଲ୍ମ ନିର୍ମାତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଗାଏବ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା। ସାଇବର୍‌ ଠକେଇର ଶିକାର ହେଲେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବାପା ବୋନି କପୁର। ତାଙ୍କ ଆକାଉଣ୍ଟରୁ ପାଖାପାଖି ୪ ଲକ୍ଷ ଟଙ୍କା ଗାଏବ ହୋଇଥିବା କଥା ସେ…

ସିଲିଣ୍ଡର ବିସ୍ଫୋରଣରେ ବିଲଡିଂ ଭୁଶୁଡ଼ି, ଛୋଟ ଶିଶୁ ସମେତ ୪ ମୃତ

ସିଲିଣ୍ଡର ବିସ୍ଫୋରଣରେ ବିଲଡିଂ ଭୁଶୁଡ଼ି ଛୋଟ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ନିକଟସ୍ଥ ମୁଲାକେଡୁ ଗାଁରେ ଥିବା ଗୋଟିଏ ବିଲଡିଂରେ ହୋଇଛି ସିଲିଣ୍ଡର ବିସ୍ଫୋରଣ । ଆଜି ସକାଳେ ହଠାତ୍‌ ଘରେ ମଧ୍ୟରେ…