Day: 26 May 2022

ଭୁବନେଶ୍ୱର ଏମ୍‌ସରେ ହେଲା ସଂପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ

ଭୁବନେଶ୍ୱର : ଭୁବନେଶ୍ୱର ଏମସ ପକ୍ଷରୁ ଆଉ ଏକ ସଫଳତା । ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି। ଏପରି ବିରଳ ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମଥର ପାଇଁ ହୋଇଛି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର…

ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ନୁହେଁ, ମମତା ହେବେ ବିଶ୍ୱବିଦ୍ୟାଳୟଗୁଡିକର କୁଳାଧିପତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟଗୁଡିକରେ ରାଜ୍ୟପାଳଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଅର୍ଥାତ ପଶ୍ଚିମବଙ୍ଗରେ ଥିବା ବିଶ୍ୱବିଦ୍ୟାଳୟଗୁଡିକର କୁଳାଧିପତି ଏବେ ରାଜ୍ୟପାଳ ନୁହେଁ ଅଧିକନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନିବେ । ପଶ୍ଚିମବଙ୍ଗ ବିଧାନସଭାରେ ଖୁବଶୀଘ୍ର ଏହାକୁ ନେଇ…

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଷ୍ଟାଲିନଙ୍କ ଦାବି ତାମିଲକୁ ସରକାରୀ ଭାଷା ମାନ୍ୟତା, ଶ୍ରୀଲଙ୍କାରୁ କଚ୍ଚାତିବୁ ଦ୍ୱୀପ ଫେରାଇ ଅଣାଯାଉ

ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡୁରେ ପହଞ୍ଚିଥିଲେ । ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୩୧ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଗତ କିଛିଦିନ ହେଲା ଭାଷାକୁ ନେଇ ଚାଲିଥିବା ଶୀତଳ…

ଜ୍ଞାନବ୍ୟାପୀ ମାମଲାର ଶୁଣାଣି ୩୦ ଯାଏ ସ୍ଥଗିତ

ଜ୍ଞାନବ୍ୟାପୀ ମସଜିଦ୍‌ ଉପରେ ମାଲିକାନା ଦାବି ମାମଲାକୁ ଖାରଜ ପାଇଁ ହୋଇଥିବା ଆବେଦନର ଗୁରୁବାର ଶୁଣାଣି କରିଥିଲେ ବାରଣାସୀ ଜିଲା କୋର୍ଟ । ଶୁଣାଣିବେଳେ ମୁସଲିମ ପକ୍ଷ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ ହେଁ ଏହା ଶେଷ କରିପାରିନଥିଲେ । ପରେ…

ଗିରଫର ୩ ବର୍ଷ ପରେ ଶିବକୁମାରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ବେଆଇନ୍‌ ଟଙ୍କା କାରବାର ମାମଲାରେ ଗିରଫ ହେବାର ପ୍ରାୟ ୩ ବର୍ଷ ପରେ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିରୋଧରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ଏହି ଘଟଣାରେ ବରକ୍ତି ପ୍ରକାଶ କରି ପ୍ରଦେଶ କଂଗ୍ରେସ…

ଟ୍ରଫି ପାଇଁ ଟାଇଟାନ୍ସ ସହ ଲଢିବ କିଏ? ଆଜି ହେବ ଫଇସଲା

ଆଇପିଏଲ୍ ର ୧୫ତମ ସଂସ୍କରଣ ସରିବା ଉପରେ । ଆଉ ଦୁଇଟି ମ୍ୟାଚ ପରେ ଚଳିତ ବର୍ଷ ପାଇଁ ସରିଯିବ ଆଇପିଏଲ୍ । ପଦାର୍ପଣରେ ଇତିହାସ ରଚି ଗୁଜରାଟ ଟାଇଟନ୍ସ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ପାଇ ସାରିଛି । ଏବେ…

ବାବୁ ବୁଲାଇବେ କୁକୁର, ଜଲଦି ସାର ଖେଳ

ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ତାଙ୍କ ପୋଷା କୁକୁରକୁ ସନ୍ଧ୍ୟାରେ ପ୍ଳଡ ଲାଇଟ୍‌ ତଳେ ଷ୍ଟାଡିୟମରେ ବୁଲାଇବାକୁ ନିଅନ୍ତି । କାଳେ ବାବୁଙ୍କର କୁକୁର ବୁଲା ବ୍ୟାଘତ ହେବ ସେଥିପାଇଁ ସେଠାରେ ଅଭ୍ୟାସ କରୁଥିବା ଖେଳାଳିମାନଙ୍କୁ ସୁରକ୍ଷା କର୍ମଚାରୀ ଜଲଦି ଖେଳ…

ଆଜିଠୁ ଆଇଆଇଜି ଜୁନିୟର ଓପନ ଟେନିସ୍‌ ପ୍ରତିଯୋଗିତା

ଭୁବନେଶ୍ୱର ସହରତଳିରେ ଥିବା କେଟି ଗ୍ଲୋବାଲ ସ୍କୁଲ ପରିସରରେ ଶୁକ୍ରବାରରୁ ଏକ ଜୁନିୟର ଓପନ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବାକୁଯାଉଛି । କେଟି ଗ୍ଲୋବାଲ ସ୍କୁଲ ଚମ୍ପିଆନସିପ୍‌ରେ ନାଁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ଶତାଧିକ ଖେଳାଳି…

ଦୀପସାନଙ୍କ ୪ ଗୋଲ : ସୁପର-୪ରେ ଭାରତ

ଦରକାର ଥିବା ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି ଭାରତୀୟ ପୁରୁଷ ହକି ଦଳ । ନିଜ ଶେଷ ଗ୍ରୁପ ମ୍ୟାଚକୁ ଅଧିକ ଗୋଲ ବ୍ୟବଧାନରେ ଜିତିବାର ଆବଶ୍ୟକତା ଥିଲାବେଳେ ଗୁରୁବାର ଆୟୋଜକ ଇନେ୍ଦାନେସିଆକୁ ୧୬-୦ରେ ପରାଜିତ କରିଛି ଭାରତ । ଏହାଦ୍ୱାରା…

ଫ୍ରେଞ୍ଚ ଓପନ : ପି୍ର-କ୍ୱାର୍ଟରରେ ବୋପାନ୍ନା

ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ନେଦରଲାଣ୍ଡ ଯୋଡ଼ି ମାତୱେ ଫ୍ରେଞ୍ଚ ଓପନର ପୁରୁଷ ଡବଲ୍ସ ଇଭେଣ୍ଟରେ ପି୍ର-କ୍ୱାର୍ଟରକୁ ଉଠିଛନ୍ତି । ଗୁରୁବାର ଦିନ ଭାରତ ଓ ନେଦରଲାଣ୍ଡ ଯୋଡ଼ି ଆଣ୍ଡ୍ରେ ଓ ମାର୍ଟିନଙ୍କ ଯୋଡ଼ିକୁ ୬-୩, ୬-୪ରେ ପରାଜିତ କରିଥିଲେ…