Day: 25 May 2022

ପାର୍ଥନା ବେଳେ ବାନ୍ତି କରି ଡାକ୍ତରଖାନା ରେ ମୃତ୍ୟୁ

ବ୍ରହ୍ମପୁର : ବିଦ୍ୟାଳୟରେ ହଠାତ ବାନ୍ତି ହୋଇ ମେଡିକାଲରେ ମୃତ୍ୟୁ ଘଟିଛି ଜଣେ ଛାତ୍ରୀଙ୍କର। ସୂଚନା ମୁତାବକ ଆଜି ସକାଳୁ ବିଦ୍ୟାଳୟକୁ ଆସିଥିଲେ ଜଣେ ଛାତ୍ରୀ ତାଙ୍କ ନାମ ବି. ଆରତି। ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ବିଦ୍ୟାଳୟରେ ପାର୍ଥନା ଚାଲିଥିବା…

ବାଇକ ଉପରେ ମାଡ଼ିଗଲା ହାଇୱା,ଚାଲିଗଲା ୩ ଜୀବନ

ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ସମ୍ବଲପୁରର ଜୁଜୁମୁରା ଅଞ୍ଚଳରେ ଏକ ହାଇୱା ବାଇକ ଉପରେ ମାଡ଼ିଯିବା କାରଣରୁ ୩ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଜୁଜୁମୁରା ଥାନା…

୧୫ ରୁ ୧୮ବର୍ଷ ବୟସର ୮୦ପ୍ରତିଶତ ପିଲାଙ୍କୁ ଦିଆଯାଇ ସାରିଲାଣି କୋଭିଡ ଟିକା

ଏଜେନ୍ସୀ : ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଘୋଷଣା କରିଛନ୍ତି ଯେ ଦେଶର ୧୫ ରୁ ୧୮ବୟର ୮୦ ପ୍ରତିଶତ ପିଲାଙ୍କୁ କୋଭିଡର ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯାଇସାରିଛି । ଇତିମଧ୍ୟରେ ଦେଶରେ ମୋଟ ୧୯୨.୬୫କୋଟି କୋଭିଡ…

ବାଙ୍ଗାଲୋରରେ ମନ୍ଦିର-ମସଜିଦ୍‌ ବିବାଦ ସ୍ଥିତିରେ ୧୪୪ଧାରା ଜାରି

ଏଜେନ୍ସୀ : ବାଙ୍ଗାଲୋର : ବାରଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦର ଭିଡିଓଗ୍ରାଫି ସର୍ଭେ କରାଯିବା ପରଠାରୁ ଦେଶର ବିଭିନ୍ନ ଭାଗରେ ମନ୍ଦିର ଭାଙ୍ଗି ମସଜିଦ୍‌ ହୋଇଥିବାର ଅଭିଯୋଗମାନ ଦ୍ରୁତ ଗତିରେ ଆସୁଛି । ଏଭଳି ଏକ ପ୍ରସଙ୍ଗ ଏହି ସହରରେ ହଠାତ୍‌ ଚର୍ଚ୍ଚାକୁ…

କାଳ ସାଜିଲା କଳିଙ୍ଗା ଘାଟି ବ୍ରେକ ଫେଲ୍‌ ହୋଇ ଓଲଟିଲା ବସ୍ ୬ ମୃତ, ୪୦ ଆହତ

କଳିଙ୍ଗା ଘାଟିରେ ପୁଣି ଏକ ଭୟଙ୍କର ଦୁର୍ଘଟଣା । ଘାଟିରୁ ଓହ୍ଲାଇବା ବେଳେ ବୁଲାଣି ନିକଟରେ ହଠାତ ବ୍ରେକ ଫେଲ୍‌ ହୋଇଯାଇଥିଲା ଟୁରିଷ୍ଟ ବସର । ସମସ୍ତ ଚେଷ୍ଟା ସତ୍ତ୍ୱେ ଗାଡ଼ିକୁ ଅଟକାଇପାରିନଥିଲେ ଡ୍ରାଇଭର । ଆଉ ଶେଷରେ ଓଲଟି ପଡ଼ିଥିଲା…

ଶସ୍ତା ହେବ ଖାଇବା ତେଲ

ଏଜେନ୍ସୀ : ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ଯୋଗୁ ବିଗିଡ଼ି ଯାଉଛି ଘରର ବଜେଟ । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନେଇଛନ୍ତି…

କଂଗ୍ରେସ ଛାଡିଲେ ଶିବଲ , ସପା ସମର୍ଥନରେ ରାଜ୍ୟସଭାକୁ ଯିବେ

ଏଜେନ୍ସୀ : ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଦେଶର ଜଣାଶୁଣା ଆଡଭୋକେଟ କପିଲ ଶିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବିଦ୍ରୋହୀ ଗ୍ରୁପ୍‌-୨୩ର ସଦସ୍ୟ ଥିବା କପିଲ ଶିବଲ ବୁଧବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ଲକ୍ଷ୍ନୌରେ…

ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ସାପ୍ତାହିକ ବୁଧବାର ହାଟରେ ଭୋର ୫,୩୦/୬ ଟା ମଧ୍ୟରେ ଜଣେ ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତ ମାନେ ଅତର୍କିତ ଭାବେ ଗୁଳି କରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି…

ଆମେରିକାର ସ୍କୁଲ୍‌ରେ ଫାୟାରିଂ ତରୁଣ ବନ୍ଧୁକଧାରୀଙ୍କ ଗୁଳିରେ ୧୯ ପିଲାଙ୍କ ସମେତ ୨୧ ମୃତ

ଆମେରିକାର ଟେକ୍ସାସରେ ମଙ୍ଗଳବାର ଅପରାହ୍ନରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଟେକ୍ସାସର ୟୁଭାଲ୍‌ଡ କାଉଣ୍ଟିସ୍ଥିତ ରୋବ୍‌ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ବର୍ଷୀୟ ଯୁବକ ଆଖିବୁଜା ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ୧୯ ଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କର ମୃତ୍ୟୁ…