Day: 23 May 2022

କାହା ସ୍ୱାର୍ଥରେ? ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ସେବାୟତଙ୍କ ରିଟ୍‌ ପିଟିସନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି । ଶଙ୍କରାଚାର୍ଯ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ସୋମବାର ତାଙ୍କୁ ଭେଟିଥିଲେ ଗଜପତି, ଜିଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଉ ଏହି ସମୟରେ ପ୍ରକଳ୍ପ କାମ…

ଆଉ ଏକ ଯୁଦ୍ଧର ସମ୍ଭାବନା ତାଇୱାନ ଉପରେ ବଡ଼ ଆକ୍ରମଣ ପାଇଁ ଚୀନ ପ୍ରସ୍ତୁତ!

ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧକୁ ତିନିମାସ ପୂରିଛି । ଏବେବି ୟୁକ୍ରେନ୍‌କୁ କବ୍‌ଜା କରିବାରେ ସଫଳ ହୋଇନାହିଁ ରୁଷ । ଏହି ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ବଡ଼ ପ୍ରଭାବିତ ହୋଇଥିଲା ବେଳେ ଅନେକ ଦେଶରେ ଦର ବୃଦ୍ଧି ଚରମସୀମାରେ ପହଞ୍ଚିଲାଣି ।…

ପୂର୍ବତନ କର୍ପୋରେଟରଙ୍କ ନାଁରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ପୂର୍ବତନ କର୍ପୋରେଟର ନାବାଳିକା ଛାତ୍ରୀଙ୍କୁ ଆଇଫୋନ ଏବଂ କମ୍ପ୍ୟୁଟର ଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ୩ କର୍ମଚାରୀ ଗିରଫ, ୫ ଫେରାର

ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥାନ୍ତିି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଲିବା ସହ ସେମାନେ ମଜା ମଧ୍ୟ ନେଇଥାନ୍ତି । କଥାରେ ଅଛି ‘ଅତିଥି ଦେବ ଭବେ’ । ପର୍ଯ୍ୟଟକମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ…

ଜଣେ ନାବାଳିକା ସମେତ ୪ ଜଣ ଓ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା(ନିର୍ଭୟ) : ଯୁବପିଢ଼ି ଏବେ ସଂକଟରେ ଟଙ୍କା ଲୋଭରେ ବ୍ରାଉନସୁଗାର ବିକି ଶିକାର ହେଉଛନ୍ତି ଶହ ଶହ ଯୁବପିଢ଼ି ସହ ନାବାଳିକା ମାନେ ମଧ୍ୟ ଏଥିରେ ସଂପୃକ୍ତ । ବ୍ରାଉନସୁଗାର ଜହର କବଳରେ ପିଲାଠାରୁ ଆରମ୍ଭ କରି ଯୁବପିଢ଼ି। ଏହି ଜହର…

ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ମୋଦୀ ଭଗବାନ ବୁଦ୍ଧ ବତାଇଥିବା ରାସ୍ତାରେ ବିଶ୍ୱ ଚାଲିବା ଜରୁରୀ

ନିର୍ଭୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟୋକିଓରେ ପହଞ୍ଚôବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଜାପାନକୁ ‘ସ୍ୱାଭାବିକ…

୩ ଲସ୍କର ଆତଙ୍କୀ ଗିରଫ

ଏଜେନ୍ସୀ : ଜମ୍ମୁ ସ୍ଥାନୀୟ ବରମୁଲ୍ଲା ଜିଲାରୁ ସୋମବାର ଜାମ୍ମୁ-କାଶ୍ମୀର ପୁଲିସ୍‌ ୩ ଲସ୍କର-ଇ-ତୋଇବା ଆତଙ୍କୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏହି ଆତଙ୍କୀମାନେ ବରୁମୁଲ୍ଲାର ପତ୍ତନଠାରେ ସରପଞ୍ଚଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ…

ବିନୟ କୁମାର ସକ୍ସେନା ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ

ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫାକୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିବା ସହ ରାଜଧାନୀ ପାଇଁ ନୂଆ ଏଲଜି ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଖଦୀ ଏବଂ ଗ୍ରାମଦ୍ୟୋଗ କମିଶନର ଅଧ୍ୟକ୍ଷ ବିନୟ କୁମାର ସକ୍ସେନାଙ୍କୁ ଦିଲ୍ଲୀର ନୂଆ…

ଜ୍ଞାନବ୍ୟାପୀ ମାମଲା : ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ ଜିଲା କୋର୍ଟ

ଜ୍ଞାନବ୍ୟାପୀ ବିବାଦ ଉପରେ ସୋମବାର ପ୍ରଥମ ଥର ପାଇଁ ଜିଲା ଅଦାଲତରେ ୪୫ ମିନିଟ ପାଇଁ ଶୁଣାଣି ହୋଇଥିଲା । ଅଞ୍ଜୁମାନ ଇନ୍ତେଜାମିୟା ମସଜିଦ୍‌ କମିଟି ଅର୍ଥାତ୍‌ ମୁସଲିମ ପକ୍ଷର ଓକିଲ ପ୍ରଥମେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ମାମଲାର ଗୁରୁତ୍ୱ ଅନୁଯାୟୀ…

ସିରିଞ୍ଜ ଧରି ବୁଲୁଛି ମାଈ ଜଳହସ୍ତୀ

ନିର୍ଭୟ : ଟ୍ରାଙ୍କୁଲାଇଜ ପାଇଁ ଇଂଜେକସନ ଦେଇ କାଢ଼ିବାକୁ ଭୁଲିଗଲେ ଡାକ୍ତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନନ୍ଦନକାନନରେ। ଏହି ଭୁଲ ଟିକୁ କେତେ କଷ୍ଟରେ ସହୁଥିବା ଏହି ଜଳହସ୍ତୀ ଟିକେ କଳ୍ପନା କରନ୍ତୁ ତ ? ଏହା…