Day: 20 May 2022

ପେଗାସସ ବିବାଦ : ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପେଗାସସ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଯାଞ୍ଚ ପୁରା କରିବା ପାଇଁ ଦେଇଛନ୍ତି ଆଉ ଏକମାସ ସମୟ । କୋର୍ଟ ଯାଞ୍ଚ ପୂରଣ ସହ ରିପୋର୍ଟ ଜମା କରିବା ପାଇଁ ଅଦାଲତ ଦ୍ୱାରା ନିଯୁକ୍ତ ପ୍ୟାନେଲକୁ ଜୁନ୍‌ ୨୦ ସୁଦ୍ଧା ଏହା…

ନୂଆ ମାମଲା: ଲାଲୁଙ୍କ ଘରେ ପଶିଲା ସିବିଆଇ

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ପକ୍ଷରୁ ଶୁକ୍ରବାର ରାଜଦ ମୁଖିଆ ଲାଲୁ ପ୍ରସାଦ ଯାଦବ ଏବଂ ଝିଅ ମିସା ଭାରତୀଙ୍କ ଅଫିସ, ବାସଗୃହ ସମେତ ୧୭ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଜମି ବଦଳରେ ଚାକିରି ମାମଲାରେ ଏହି ଚଢ଼ଉ କରାଯାଉଥିବା…

ପେପରଲେସ୍‌ ହେଲା ଦେଶର ସବୁଠୁ ବଡ଼ ବିଧାନସଭା

ଏଜେନ୍ସୀ : ଲକ୍ଷ୍ନୌ : ଦେଶର ସବୁଠୁ ବଡ଼ ବିଧାନସଭା ଏବେ ପେପରଲେସ୍‌ ହୋଇଛି । ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ଏବେ ଇ-ବିଧାନ ଅନ୍ତର୍ଗତ କାର୍ଯ୍ୟ ହେବ । ଆସନ୍ତା ୨୩ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ…