Day: 20 May 2022

ବାରବାଟୀରେ ଜୁନ୍ ୧ରୁ ଟିକେଟ୍ ବିକ୍ରି

ନିର୍ଭୟ : ଓସିଏ ସଂପାଦକ ସଞ୍ଜୟ ବେହେରା ବାର୍ତା ଅନୁଯାଇ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା…

ଶୀତଲଙ୍କ ସ୍ଥାନରେ ସୂରମୟୀ

ଓଲିଉଡର ଦୁଇ ଜଣାଶୁଣା ନାୟିକା ଶୀତଲ୍‌ ଓ ସୂରମୟୀ ଦୁଇଥର ଏକାଠି କାମ କରିଥିଲେ । ହେଲେ ଏବେ ଏକ ଫିଲ୍ମରେ ଶୀତଲଙ୍କ ସ୍ଥାନ ନେଇଛନ୍ତି ସୂରମୟୀ । ଏଠାରେ ଯେଉଁ ଟେଲି ସିନେମାର କଥା କୁହାଯାଉଛି, ତାହା ହେଲା ଚୋରଣୀ…

ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ ବାରଣାସୀ ଜିଲା କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟ ତୃତୀୟ ଥର ପାଇଁ ଶୁଣାଣି କରିଛନ୍ତି । ଏହି ଅବସରରେ ସୁପ୍ରିମକୋର୍ଟ ଜ୍ଞାନବ୍ୟାପୀ ମାମଲାକୁ ବାରଣାସୀ ଜିଲା ଜଜ୍‌ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି । ଉତ୍ତରପ୍ରଦେଶ ନ୍ୟାୟ ବ୍ୟବସ୍ଥାର ଅଭିଜ୍ଞ ଏବଂ ବରିଷ୍ଠ…

ଦିଲ୍ଲୀ ପାଇଁ ଆଜିର ମ୍ୟାଚ କ୍ୱାର୍ଟର ଭଳି, ତେନ୍ଦୁଲକରଙ୍କୁ ମିଳିବ କି ସୁଯୋଗ?

ଦିଲ୍ଲୀ କ୍ୟାପିଟାଲର ପ୍ଲେଅଫ୍ ଖେଳିବା ନିର୍ଭର କରେ ନିଜ ଉପରେ । ଦିଲ୍ଲୀ ତାର ଶେଷ ଲିଗ୍ ମ୍ୟାଚ ଶନିବାର ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ । ଏହି ମ୍ୟାଚ ଦିଲ୍ଲୀ ପାଇଁ କ୍ୱାର୍ଟର ଫାଇନାଲ ଭଳି । ବିଜୟୀ ହେଲେ…

କଳିଙ୍ଗରେ ଆଜି ଆଥଲେଟିକ୍ସ ଗ୍ରାଁପି୍ର ୨୦୧୭ ପରେ ଘରେ ଦୌଡ଼ିବେ ଶ୍ରାବଣୀ

ଭାରତୀୟ ଆଥଲେଟମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱ ରଖୁଥିବା ଗ୍ରାଁପ୍ରିର ଏବର୍ଷ ତୃତୀୟ ସଂସ୍କରଣ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ୧୪ଟି ଇଭେଣ୍ଟରେ ଖେଳାଳିମାନେ ଏଥିରେ ପଦକ ପାଇଁ ଲଢ଼େଇ କରିବେ । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ପ୍ରତିଯୋଗିତାର…

ଆସିଯାଇଛି ମୋ ସମୟ ଏବେ ଜିତି ଆଣିବି ଅଲିମ୍ପିକ୍‌ ସ୍ୱର୍ଣ୍ଣ

ସଦ୍ୟ ବିଶ୍ୱ ଚମ୍ପିଆନ୍‌ ବନିଥିବା ମହିଳା ବକ୍ସର ନିଖତ ଜରିନ୍‌ ଏବେ ପ୍ୟାରିସ୍‌ ଅଲିମ୍ପିକ୍‌କୁ କରି ସାରିଲେଣି ଫୋକସ୍‌ । ଭାରତର ୫ମ ମହିଳା ବକ୍ସର ଭାବରେ ସେ ବିଶ୍ୱ ଚମ୍ପିଆନ୍‌ସିପ୍‌ ଜିତିବାକୁ ସକ୍ଷମ ହୋଇଛନ୍ତି । ଇସ୍ତାନବୁଲ୍‌ରେ ଏହି ସ୍ୱର୍ଣ୍ଣ…

ଥାଇଲାଣ୍ଡ ଓପନ : ସେମି ଫାଇନାଲରେ ସିନ୍ଧୁ

ଦୁଇ ଥରର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର-୫୦୦ ସିରିଜ୍‌ର ସେମି ଫାଇନାଲରେ ପ୍ରବେଶ କରିଛି । ଏକମାତ୍ର ଭାରତୀୟ ଭାବରେ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଥିବା ସିନ୍ଧୁ ଶୁକ୍ରବାର ଜାପାନର ପ୍ରମୁଖ…

ଏସିଆ କପ୍‌ ପାଇଁ ବାହାରିଲା ଟିମ୍‌ ଇଣ୍ଡିଆ

ଓଡ଼ିଶାର ଷ୍ଟାର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ହକି ଦଳ ଶୁକ୍ରବାର ବାହାରିଛି ଜାକର୍ତ୍ତା । ସେଠାରେ ସୋମବାରରୁ ଆରମ୍ଭ ହେଉଛି ଏସିଆ କପ୍‌ ହକି ପ୍ରତିଯୋଗିତା । ପୁଲ୍‌-ଏ’ରେ ଜାପାନ, ପାକିସ୍ତାନ ଏବଂ ଇଣ୍ଡୋନେସିଆ ସହ ରହିଛି…

ଜୁନ୍‌ ୩ରେ ଆସିବ “ଭାବେ ସିନା କହିପାରେନା’

ପଙ୍କଜ ରାଉତଙ୍କର ଦ୍ୱିତୀୟ ଓଡ଼ିଆ ଛବି “ଭାବେ ସିନା କହିପାରେନା’ ଜୁନ୍‌ ୩ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି । ଆଗରୁ ସେ “ଦେଲେ ଧରା କଥା ସରେ’ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଯେଉଁଥିରେ ମହାଶ୍ୱେତା, ଅଜିତ ଦାସ, ଜ୍ୟୋତି,…

ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର : ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟସରକାର ଏବେ ଚେଇଁ ଶୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…