Day: 18 May 2022

ଡ୍ରାଭିଡ୍‌ଙ୍କ ସ୍ଥାନ ନେବେ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ: ନ୍ୟାଶନାଲ କ୍ରିକେଟ ଏକାଡେମୀ ରେ ଦେଖିବାକୁ ମିଳିବ ପରିବର୍ତନ। ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମିଳିବ ବଡ଼ ଦାୟିତ୍ୱ। ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନରେ ଭାରତର କୋଚ୍‌ ହେବେ ଭିଭିଏସ୍‌ ଲକ୍ଷ୍ମଣ। ବର୍ତ୍ତମାନ ଭାରତୀୟ ଟିମ୍‌ ମୁଖ୍ୟ କୋଚ୍‌ ହେଉଛନ୍ତି ରାହୁଲ ଡ୍ରାଭିଡ। ଭାରତ…

ଅପହୃତ ଯୁବକଙ୍କୁ ଉଦ୍ଧାର ୩ ଅପହର୍ତ୍ତାଙ୍କୁ ପୋଲିସର ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଉଦ୍ଧାର କରିବା ସହ ୩ଜଣ ଙ୍କୁ ଗିରଫ କରିଛି ବଡ଼ଗଡ଼ ପୁଲିସ୍। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଏହି ତିନି ଅଭିଯୁକ୍ତ ଅପହରଣ…

ରକ୍ତ ମୁହାଁରେ ପ୍ରିୟଙ୍କାଙ୍କ ସେଲ୍ଫି

ମୁମ୍ବାଇ : ମୁହଁ ଫାଟିଲା ପରେ ରକ୍ତାକ୍ତ ଅବସ୍ଥାରେ ୟୁଜର୍ସଙ୍କ ପାଇଁ ସେଲ୍ଫି ନେଇଛନ୍ତିଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଆପଣଙ୍କୁ ତାଯୁବ ଲାଗିଲେ ଏହା ସତ୍ୟ ଅଟେ । ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ଯେ ପ୍ରିୟଙ୍କାଙ୍କ ଏପରି ଅବସ୍ଥା…

ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ନିର୍ଭୟ ମିଡିଆ: ବ୍ରହ୍ମପୁର : ମନ୍ତ୍ରଧ୍ୱନିର ଉଚ୍ଚାରଣ ମଙ୍ଗଳ ବାଦ୍ୟର ଆଧ୍ୟାତ୍ମିକ ପରିବେଶ ଭିତରେ ପାଞ୍ଚ ଦିନ ଧରି ଚାଲିଥିବା ମା’ ତାରା ତାରିଣୀ ପୀଠର ପ୍ରତିଷ୍ଠା ଉତ୍ସବ ବୁଧବାର ସମ୍ପନ୍ନ ହୋଇଛି । ଭକ୍ତିମୟ ପରିବେଶରେ ପ୍ରତିଷ୍ଠା ହୋଇଛି ମା’ଙ୍କ…