ପ୍ଲେଅଫ୍ ଟିକେଟ୍ ପାଇଁ କୋଲକାତା ସହ ଲଢ଼ିବ ଲକ୍ଷ୍ନୌ May 17, 2022 ଲକ୍ଷ୍ନୌ ସୁପରଜାସ୍ ପ୍ଲେଅଫ୍ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ବୁଧବାର । ଭେଟିବ କୋଲକାତା ନାଇଟ୍ ରାଇଡର୍ସକୁ ଯାହାର କି ପ୍ଲେଅଫ୍ରେ ସ୍ଥାନ ପାଇବା ମୁସ୍କିଲ କିନ୍ତୁ ଅସମ୍ଭବ ନୁହେଁ । କୋଲକାତା ୧୨ପଏ ସହ ୬ଷ୍ଠ…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯିବେ ୬ ପୁରୁଷ ରେସଲର May 17, 2022 ଆସନ୍ତ ବର୍ମିଂହମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସକାଶେ ମହିଳା ରେସଲିଂ ଦଳର ଚୟନ ପରେ ମଙ୍ଗଳବାର ପୁରୁଷ ଦଳର ଚୟନ ହୋଇଛି । ପ୍ରତିଯୋଗିତାର ସକାଶେ ଖେଳାଳି ବାଛିବା ପାଇଁ ଟ୍ରାଏଲର ଆୟୋଜନ କରିଥିଲା ଭାରତୀୟ ରେସଲିଂ ସଂଘ । ଟୋକିଓ ଅଲିମ୍ପିକ୍ସରେ…
ପାରା ବ୍ୟାଡ଼ମିଣ୍ଟନ ପି୍ର କ୍ୱାର୍ଟରରେ ପ୍ରମୋଦ ଓ ଦୀପରଂଜନ May 17, 2022 ବାହରେନରେ ଚାଲିଥିବା ଇଣ୍ଟର ନ୍ୟାସନାଲ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ଖେଳୁଥିବା ଓଡ଼ିଶାର ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋଇ ପି୍ରକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ବାହରେନର ରାଜଧାନୀ ମାନାମାଠାରେ ଏହି ପ୍ରତିଯୋଗିତା ଚାଲିଛି । ମିକ୍ସ ଡବଲ୍ସରେ ପ୍ରମୋଦ…
ସିନିୟର ମହିଳା ହକି : ଓଡ଼ିଶା ଚମ୍ପିଆନ May 17, 2022 ଭୋପାଳରେ ଓଡ଼ିଶା ମହିଳା ହକି ଦଳ ଏକ ବଡ଼ ବିଜୟ ହାସଲ କରିଛି । ୧୨ତମ ଜାତୀୟ ସିନିୟର ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ହକି କର୍ଣ୍ଣାଟକକୁ ୨-୦ଗୋଲରେ ହରାଇ ଚମ୍ପିଆନ ହୋଇଛି । ପ୍ରଥମରୁ ଦୁଇ ଦଳ ଆକ୍ରମଣ…
କୋଭିଡ ପାଇଁ ସ୍ଥଗିତ ରହିଲା ଏସିଆନ୍ ପାରା ଗେମ୍ସ May 17, 2022 ପ୍ରଚଣ୍ଡ କୋଭିଡ ମହାମାରୀ ଭିତରେ ସନ୍ତୁଳିତ ହେଉଥିବା ଚୀନରୁ ପର୍ଯ୍ୟାୟକ୍ରମେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ରହିବା ଆରମ୍ଭ ହୋଇସାରିଛି । ଏସିଆନ୍ ଗେମ୍ସ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ବେଳେ ମଙ୍ଗଳବାର ଏସିଆନ୍ ପାରା ଗେମ୍ସ ମଧ୍ୟ…
ପଦରୁ ହଟିଲେ ଜ୍ଞାନବ୍ୟାପୀ ସର୍ଭେ କମିଶନର May 17, 2022 ଜ୍ଞାନବ୍ୟାପୀ ମାମଲାରେ ମଙ୍ଗଳବାର ବାରଣାସୀ କୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ବିଚାରପତି ରବି କୁମାର ଦିବାକର କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ଉପରେ ସ୍ପେଶାଲ ଆଡଭୋକେଟ କମିଶନର ବିଶାଳ ସିଂହ ଆରୋପ…
ପ୍ରଥମ ଦିନରୁ ନିବେଶକଙ୍କୁ ଝଟକା ୯% ରିହାତିରେ ତାଲିକାଭୁକ୍ତ ହେଲା ଏଲ୍ଆଇସି May 17, 2022 ଦେଶର ସବୁଠୁ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ମଙ୍ଗଳବାର ଶେୟାର ବଜାରରେ ତାଲିକାଭୁକ୍ତ ହୋଇଛି । କମ୍ପାନୀର ଷ୍ଟକ ମଙ୍ଗଳବାର ନିଜ ଅଫର ପ୍ରାଇସ୍ ବ୍ୟାଣ୍ଡରୁ ୯ ପ୍ରତିଶତ ଡିସ୍କାଉଣ୍ଟରେ ତାଲିକାଭୁକ୍ତ ହେବା ଅର୍ଥ ହେଉଛି…
ଆସାମରେ ବନ୍ୟା ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ May 17, 2022 ଆସାମରେ ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ ହୋଇଉଠିଛି । ରାଜ୍ୟର କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦୀମା ହସାଓ ସମେତ ୨୪ଜିଲ୍ଲାରେ ବନ୍ୟା ପାଇଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁ…
ଗହମ ରପ୍ତାନୀ ରୋକ, ବିଶ୍ୱରେ ସୃଷ୍ଟି କଲାଣି ଖାଦ୍ୟ ସଂକଟ May 17, 2022 ଦରଦାମ ବୃଦ୍ଧି ଏବଂ ଦେଶରେ ଗହମ ସଂକଟକୁ ଦୃଷ୍ଟିରେ ରଖି ଭାରତ ସରକାର ଗହମ ରପ୍ତାନୀ ଉପରେ ଲଗାଇଛନ୍ତି କଟକଣା। ଏଥର ବହୁ ପୂର୍ବରୁ ହିଟ୍ ୱେଭ୍ ଆସିବା ଗହମ ଉତ୍ପାଦନକୁ ପ୍ରଭାବିତ କରିଛି । ଉତ୍ପାଦନ କମ୍ ଏବଂ ଚାହିଦା…
ସର୍ଜରୀ ନେଇ ଗଲା ଜୀବନ May 17, 2022 କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ ଏବେ ପ୍ରାଣ ହରାଇଛନ୍ତି। କନ୍ନଡ ଟିଭି ଜଗତରେ ଜଣେ ଲୋକପ୍ରିୟ କଳାକର। ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ରିପୋର୍ଟ ମୁତାବକ, କସମେଟିକ ସର୍ଜରୀ ନେଲା ଜୀବନ। ଅକାଳରେ ପ୍ରାଣ ହରାଇଛନ୍ତି…