Day: 11 May 2022

ଇସ୍ରାଏଲ ସେନା ଗୁଳି କରି ହତ୍ୟା କଲା ଅଲ ଜଜୀରାର ମହିଳା ସମ୍ବାଦିଙ୍କୁ

ଜେନିନ: ଅଲ ଜଜୀରାର ଗଣମାଧ୍ୟମ ଇସ୍ରାଏଲ ସେନା ବିରୋଧରେ ଆଣିଛି ସାଂଘାତିକ ଅଭିଯୋଗ। ସୂଚନା ମୁତାବକ ଆଜି ଇସ୍ରାଏଲ ସେନା ଗୁଳି କାଣ୍ଡରେ ଜଣେ ଅଲ ଜଜୀରାର ସାମ୍ବାଦିକଙ୍କ ହତ୍ୟା ହୋଇଥିବା ସୂଚନା ମିଳିଛି ଏନେଇ ଗଣମାଧ୍ୟମରେ ଜୋରସୋରରେ ଚର୍ଚା ହୋଇଥିବା…

ପୁରୀରେ ସମ୍ବିତ ପାତ୍ରଙ୍କୁ କଂଗ୍ରେସ କର୍ମୀଙ୍କ କଳା ପତାକା ଦେଖାଇ କାଳି ମାଡ଼

ପୁରୀ :ଆଜି ଶ୍ରୀ ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ପୁରୀରେ ସମ୍ବିତ ପାତ୍ରଙ୍କ ଗାଡ଼ି ଉପରକୁ ଟମାଟୋ ଓ କାଳି ମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ସୂଚନା ମୁତାବକ ଆଜି ସକାଳୁ…

ଅସାନି ଢେଉରେ ସୁନାର ରଥ

ଶ୍ରୀକାକୁଲମ : ଆନ୍ଧ୍ର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ କରୁଛି ବାତ୍ୟା ଅସାନି। ଓଡିଶା ପାଇଁ ଏତେ ବିପଦ ନଥିବା ବେଳେ ଆନ୍ଧ୍ର ଉପକୂଳରେ ବାତ୍ୟାର ପ୍ରଭାବ ଖୁବ ଦେଖିବାକୁ ମିଳିଥିବା ସୂଚନା ମିଳିଛି। ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା…

ବୁଧବାର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ ବାତ୍ୟା ‘ଅସାନୀ’ : ହାଇଆଲର୍ଟରେ କୋରାପୁଟ୍‌ ଜିଲ୍ଲା

ନିର୍ଭୟ ମିଡ଼ିଆ : କୋରାପୁଟ : ସାମୁଦ୍ରିକ ବାତ୍ୟା ଅସାନି ବୁଧବାର ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ । ତେଣୁ କୋରାପୁଟ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ୱତନ୍ତ୍ର ଭାବେ ପଟାଙ୍ଗି, ନନ୍ଦପୁର ଓ ସେମିଳିଗୁଡା ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ…

ମାଲକାନଗିରିରେ ‘ଅସାନୀ’ର ପ୍ରଭାବ : ମୁକାବିଲା ପାଇଁ ୧୦ ଅଗ୍ନିଶମ ବିଭାଗ ଓ ୨ଟି ଓଡ୍ରାଫ୍‌ ଟିମ୍‌ ନିୟୋଜିତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ବାତ୍ୟା ଅସାନି ଦୁର୍ବଳ ହୋଇଥିଲେ ବି ମାଲକାନଗିରିରେ ଏହି ବାତ୍ୟାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ବୁଧବାର ସକାଳୁ ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ଲକ୍‌ ପ୍ରଶାସନ…

ତାଳଚେର ବନ୍ଦ ପ୍ରତ୍ୟାହୃତ, କେନ୍ଦ୍ର ଟଙ୍କାରେ ରାଜ୍ୟ ସରକାର ଚଳାଇବେ ମେଡ଼ିକାଲ କଲେଜ

ନିର୍ଭୟ ମିଡ଼ିଆ : ତାଳଚେର : ତାଳଚେର ମେଡ଼ିକାଲ କଲେଜ ପରିଚାଳନା ଏବଂ ତାଳଚେରରୁ ଏନ୍‌ଟିପିସି କଣିହାଁ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଥିଲା…

ଟ୍ରେଲର ସହ ବରଯାତ୍ରୀ ବସ୍‌ ଧକ୍କା : ୨ ମୃତ, ୧୧ ଆହତ

ନିର୍ଭୟ ମିଡ଼ିଆ: କୋରାପୁଟ : ଦେଓଘାଟି ନିକଟରେ ଏକ ଟ୍ରେଲର ସହ ବସ୍‌ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି ।…

୧୩୮କେଜି ଗଞ୍ଜେଇ ସହ ଗାଡି ଜବତ, ୨ ଗିରଫ

ନିର୍ଭୟ ମିଡ଼ିଆ : ମୁନିଗୁଡ଼ା : ରାୟଗଡା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ପୁଲିସକୁ ମିଳିଛି ସଫଳତା। ଦୁଇ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଏକ କାରରେ ଗଞ୍ଜେଇ ଚାଲାଣ କରି ନେଉଥିବା ବେଳେ ମୁନିଗୁଡା ପୁଲିସ ଚତୁରତାର ସହ ଗାଡିକୁ ଜବତ କରିଥିଲା।…