Day: 10 May 2022

ଶ୍ରୀଲଙ୍କାରେ ଭୟାବହ ସ୍ଥିତି ନାଭାଲ ବେସ୍‌ରେ ଆଶ୍ରୟ ନେଲେ ମହିନ୍ଦା ଓ ପରିବାର

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଉପୁଜିଥିବା ଅସନ୍ତୋଷ ଏବେ ଗୃହ ଯୁଦ୍ଧର କାରଣ ବନିବାକୁ ଯାଉଛି। ବିରୋଧୀ ଦଳଙ୍କ ଚାପକ୍ରମେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ଇସ୍ତଫା ଦ୍ୱାରା ଅସନ୍ତୁଷ୍ଟ ସମର୍ଥକମାନେ ରାଜଧାନୀରେ ବହୁ ହିଂସା…

ଆଜମ ଖାନଙ୍କୁ ମିଳିଲା ଜାମିନ

ଅବୈଧଭାବେ ଜମି ଅଧିଗ୍ରହଣ ମାମଲାରେ ସପା ନେତା ଆଜମ ଖାନଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ରାହୁଲ ଚର୍ତୁବେଦୀ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଗତ ୫ ତାରିଖରେ ଏହି ମାମଲାରେ ଶୁଣାଣି ଶେଷ ହେବା ପରେ ଅଦାଲତ…

କାଶ୍ମୀର ଫାଇଲ୍ସ ସିଙ୍ଗାପୁରରେ ବ୍ୟାନ୍‌ ନେଇ ଟ୍ୱିଟର ୱାର

ଦ କାଶ୍ମୀର ଫାଇଲ୍ଡ ରିଲିଜ୍‌ ପରଠାରୁ ଏହା ଭାରତ ସମେତ ବହୁ ଦେଶରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ସିଙ୍ଗାପୁରରେ ରିଲିଜ୍‌ ହେବାକୁ ଥିବାବେଳେ ଏହାକୁ ସେଠାକାର ସେନସର ବୋର୍ଡ ବ୍ୟାନ୍‌ କରିଦେଇଛି। ଏହି ଖବର ସାମନାକୁ ଆସିବା…

ପଞ୍ଜାବ ଇଣ୍ଟେଲିଜେନ୍ସ ୱିଙ୍ଗରେ ହମଲା ପରେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ଧମକ

ସୋମବାର ରାତିରେ ପଞ୍ଜାବର ମୋହାଲି ସ୍ଥିତ ଇଣ୍ଟେଲିଜେନ୍ସ ୱିଙ୍ଗର ମୁଖ୍ୟାଳୟ ଉପରେ ଖାଲିସ୍ଥାନୀ ସଂଗଠନ ଆକ୍ରମଣ କରିଥିବା ଜଣାପଡିଛି। ମୋହାଲିର ସେକ୍ଟର ୭୭ସ୍ଥିତ ମୁଖ୍ୟାଳୟ ଉପରେ ସୋମବାର ୭.୪୫ ସମୟରେ ଏହି ଆକ୍ରମଣ ହୋଇଥିଲା। ରକେଟରୁ ସେଠାରେ ଗ୍ରେନେଡ ନିକ୍ଷେପ କରାଯାଇଥିଲା।…

ଏସିଆ କପ ଆର୍ଚେରୀ ଭାରତକୁ ୩ ସ୍ୱର୍ଣ୍ଣ ସହ ୪ ମେଡ଼ାଲ

ଇରାକରେ ବର୍ତ୍ତମାନ ଚାଲିଛି ଏସିଆ କପ ଆର୍ଚେରୀ ପ୍ରତିଯୋଗିତା। ମଙ୍ଗଳବାର ଭାରତୀୟ ଦଳ ସକାଶେ ରହିଛି ସଫଳ ଦିନ। ତିନୋଟି ସ୍ୱର୍ଣ୍ଣ ସହ ମୋଟ ୪ ମେଡ଼ାଲ ଆସିଛି ଭାରତୀୟ ଦଳ ପାଖକୁ। କମ୍ପାଉଣ୍ଡ ଦଳ ମହିଳା ଦଳଗତ ଇଭେଣ୍ଟରେ ଭାରତ…

ଉବର କପ୍‌ : ଭାରତୀୟ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କଲା

ପୁରୁଷ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କରିବା ପରଦିନ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ ମଧ୍ୟ ଉଠିଛି ନକଆଉଟ୍‌ ପର୍ଯ୍ୟାୟକୁ। ସୋମବାର ଦିନ ଥୋମାସ୍‌ କପ୍‌ର ନକଆଉଟକୁ ଯିବାର ନିଶ୍ଚିତତା ଭାରତୀୟ ପୁରୁଷ ଦଳ କରିଥିଲା ବେଳେ ମଙ୍ଗଳବାର ଉବର କପ୍‌ ମୁକାବିଲାରେ…

ପ୍ରଶାନ୍ତ ଓ ଦିନେଶଙ୍କ ସ୍ମୃତିରେ ମୁକ୍ତେଶ୍ୱର କ୍ଳବର ଯୁବା କ୍ରିକେଟ

ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ମୁକ୍ତେଶ୍ୱର କ୍ଳବ୍‌ ଏମାସ ୧୯ ରୁ ୨୭ତାରିଖ ପର୍ଯ୍ୟନ୍ତ ନିଜ ବିଜେବି ନଗର ସ୍ଥିତ ଖେଳ ପଡିଆରେ ଏକ ୧୬ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି। ଗତବର୍ଷ କୋଭିଡରେ ଆକ୍ରାନ୍ତ ହୋଇ…

ଅଲିମ୍ପିକ୍‌ ଓ ଏସିଆନ ଗେମ୍ସରେ ମେଡ଼ାଲ ଜିତିଲେ ୟୁପିରେ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ସରକାର ମଙ୍ଗଳବାର ଦିନ ଖେଳ ଓ ଖେଳାଳିଙ୍କ ଲାଗି ବଡ଼ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶ ସରକାର ନିଶ୍ଚିତ କରିଛନ୍ତି ଯେ, ଅଲମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ ଗେମ୍ସରେ ଉତ୍ତର ପ୍ରଦେଶର ଯେଉଁ ଖେଳାଳିମାନେ ପଦକ ଜିତିବେ…

ସେପ୍ଟେମ୍ବର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌

ଆସନ୍ତା ଆଇସିସି ଟି-୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି-୨୦ ସିରିଜ ଘରେ ଖେଳିବାକୁ ଯାଉଛି। ସେପ୍ଟେମ୍ବର ମାସରେ ତିନୋଟି ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଭାରତରେ ହେବ। ଆୟୋଜକ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଭାରତ…

‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ରାଜକୁମାର ଓ ଜାହ୍ନବୀ

ରାଜକୁମାର ରାଓ ଏବଂ ଜାହ୍ନବୀ କୁପର ନିଦେ୍ର୍ଦଶକ ଶରଣ ଶର୍ମାଙ୍କ କ୍ରିକେଟ ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବୋଲି ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମର ଶୀର୍ଷକ ‘ମିଷ୍ଟର ଆନ୍ଦ ମିସେଜ୍‌ ମାହୀ’ ରଖାଯାଇଛି।…