Day: 9 May 2022

ଦର୍ଶକଙ୍କ ଲାଗି ଅନୁମତି ମିଳିବାର ଆଶା : ସଂଜୟ

ଆସନ୍ତା ଜୁନ୍‌ ୧୨ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟରେ ଟି-୨୦ ପ୍ରତିଯୋଗିତା ଖେଳା ଯିବାକୁ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆନୁଷ୍ଠାନିକ ଭାବରେ ବାରବାଟୀରେ ମ୍ୟାଚ୍‌ ବିଷୟ ଘୋଷଣା କରିସାରିଛି। ଏହି ଆନ୍ତର୍ଜାତିକ ମ୍ୟାଚ୍‌…

ମହିଳା ଆଇପିଏଲ୍‌ ପୁରୁଷ ଦଳ ଗୁଡ଼ିକ ମହିଳା ଟିମ୍‌ ନେବାକୁ କରିବେ ଚେଷ୍ଟା

ଆସନ୍ତା ବର୍ଷରୁ ଭାରତୀୟ କ୍ରିକେଟ ବୋର୍ଡ ଦେଶରେ ଆୟୋଜିତ କରିବ ମହିଳା ଆଇପିଏଲ୍‌। ୬ଟି ଦଳ ଏହି ମହିଳା ଆଇପିଏଲ୍‌ରେ ଅଂଶ ଗ୍ରହଣ କରିବେ। ଆସନ୍ତା ବର୍ଷ ପ୍ରାରମ୍ଭରେ କେବଳ ମହିଳା ଆଇପିଏଲ୍‌ ପାଇଁ ଟିଭି ପ୍ରସାରଣ ଅଧିକାରର ନିଲାମ କରାଯିବ।…

୫ ବର୍ଷରେ ଓଡ଼ିଶାକୁ କରିବୁ ରାମରାଜ୍ୟ – ଯତୀଶଚନ୍ଦ୍ର

ଓଡ଼ିଶାର ଜନସାଧାରଣ ଆଗକୁ ଶ୍ରୀଲଙ୍କା ଓ ବେନେଜୁଏଲା ପରିସ୍ଥିତିର ସାମ୍ନା କରିବା ପୁର୍ବରୁ ଏକ ବିକଶିତ ରାଜ୍ୟ ଗଠନ ସହ ଦେଶର ଆଦର୍ଶ ରାଜ୍ୟ ପାଇଁ ଜନସାଧାରଣ ଆଗେଇ ଆସନ୍ତୁ। ଆସନ୍ତା ନିର୍ବାଚନରେ ସମୃଦ୍ଧ ଓଡ଼ିଶା ପ୍ରାର୍ଥୀମାନଙ୍କୁ ୧୪୭ଟି ଯାକ ଆସନରେ…

ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ , ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ

ନିର୍ଭୟ ମିଡ଼ିଆ : ଜଗତସିଂହପୁର ୨୦୦୯ ମସିହା ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ଼ ଫିଙ୍ଗା ଘଟଣାରେ ୨ ଅଭିଯୁକ୍ତଙ୍କୁ ହୋଇଛି ଦଣ୍ଡାଦେଶ। ଜଗତସିଂହପୁର ଜିଲ୍ଲା ଦୌରାଜଜ୍‌ (ମହିଳା କୋର୍ଟ) ସୋମବାର ନିଜ ରାୟରେ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ…

୨୦ ମାସ ହେଲା ପିହୁ ନିଖୋଜ, ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ମା’

ନିର୍ଭୟ ମିଡ଼ିଆ : ଯାଜପୁର : କୁନି ଝିଅ ପିହୁର ପତ୍ତା ମିଳୁନି ଗତ ୨୦ ମାସ ହେଲାଣି । ଝିଅ ପାଇଁ ଅଥୟ ହୋଇପଡ଼ିଛନ୍ତି ମା’ ମୋନାଲିସା ନାୟକ । ସରକାରଙ୍କଠାରୁ ନ୍ୟାୟ ନ ପାଇ ହତାଶ ହୋଇପଡ଼ିଲେଣି ।…

ଅଳକା ହେଲେ ବିଜଦ ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଅଳକା ମହାନ୍ତିଙ୍କୁ ପରିଶେଷରେ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ବିଜଦରେ ଚାଲି ଆସୁଥିବା ଧାରା ବଜାୟ ରହିଛି। ବ୍ରଜରାଜନଗରରେ ଏହି ଧାରା ଭାଙ୍ଗିବା ପାଇଁ ଯେତେ ପ୍ରକାର କୂଟନୀତି ଝାରସୁଗୁଡ଼ା ବିଧାୟକ…