Day: 6 May 2022

ଇଡି ରେଡ : ଝାଡଖଣ୍ଡର ଆଇଏଏସଙ୍କ ନିକଟରୁ ମିଳିଲା ନଗଦ ୧୭ କୋଟି

ମନେରଗା ଠକେଇ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚଡାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଝାଡଖନ୍ଦର ବରିଷ୍ଠ ଆଇଏଏସ ଅଧିକାରୀ ତଥା ଖଣି ସଚିବ ପୂଜା ସିଂଘଲ ଏବଂ ତାଙ୍କ ସହ ଜଡିତ ତଥା କ୍ଷମତାରେ ଥିବା ବ୍ୟକ୍ତିଙ୍କ…

ଭାଜପା କର୍ମୀଙ୍କ ମୃତଦେହ ଠାବ ମୃତ ଚୌରାସିଆଙ୍କ ପରିବାରକୁ ଭେଟିଲେ ଶାହା, ସିବିଆଇ ତଦନ୍ତ ପାଇଁ ଦାବି

ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର କାଶିପୁରରେ ପହଞ୍ଚି ମୃତ ବିଜେୱାଇଏମ ନେତା ଅର୍ଜୁନ ଚୌରାସିଆଙ୍କ ପରିବାରକୁ ଭେଟିଛନ୍ତି। ଶୁକ୍ରବାର ସକାଳେ ସନେ୍ଦହଜନକ ଅବସ୍ଥାରେ ଚୌରାସିଆଙ୍କ ମୃତ ଦେହ ମିଳିବା ପରେ ଗୃହମନ୍ତ୍ରୀ କାଶିପୁରରେ ପହଞ୍ଚଥିଲେ ଏବଂ ତାଙ୍କ…

ଅମରନାଥ ଯାତ୍ରା ପଥରେ ଏନକାଉଣ୍ଟର ହିଜବୁଲ କମାଣ୍ଡର ସହ ୩ ମୃତ

ଶୁକ୍ରବାର ସ୍ଥାନୀୟ ଅନନ୍ତନାଗ ଜିଲ୍ଲାସ୍ଥିତ ଅମରନାଥ ଯାତ୍ରା ପଥରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷବେଳେ ୩ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ କମାଣ୍ଡର ଆସରଫ ମୋଲଭି ଥିବା ଜଣାପଡିଛି। ମୋଲଭି ୨୦୧୬ ମସିହାରୁ ଜାମ୍ମୁ-କାଶ୍ମୀରରେ…

କେବେ ରିଲିଜ୍‌ ହେବ ‘ଚାହିଁଥିବି ତତେ ହଜାରେ ବରଷ’

‘ପ୍ରେମର ନିଶା ନିଆରା ନିଆରା’ ଫେମ୍‌ ନାୟକ ଶୁଭମଙ୍କ ଅଭିନୀତ ଦ୍ୱିତୀୟ ଓଡ଼ିଆ ଛବି କେବେ ରିଲିଜ୍‌ ହେବ, ତାହା ଏଯାଏଁ ଜଣାପଡ଼ିନାହିଁ। ଶୁଭମଙ୍କ ଏହି ନୂଆ ଓଡ଼ିଆ ଛବିର ଶୀର୍ଷକ ହେଲା “ଚାହିଁଥିବି ତତେ ହଜାରେ ବରଷ’। ଏହି ସିନେମାରେ…

ଅମ୍ଳାନ ଓ ଅନନ୍ୟାଙ୍କ ମାହୀ ମାହୀ…

ଓଲିଉଡର ଜଣାଶୁଣା ନାୟିକା ଅନନ୍ୟାଙ୍କ ଏକ ଗୀତ ନିକଟରେ ରିଲିଜ୍‌ ହୋଇଛି। ଏହି ଗୀତଟି ହେଲା ‘ମାହୀ ମାହୀ’। ଏହା ଅବଶ୍ୟ ମୁ୍ୟଜିକ୍‌ ଭିଡ଼ିଓର ଗୀତ ନୁହେଁ ଏହା ଏକ ଫିଲ୍ମର ଗୀତ। ଯେଉଁ ଓଡ଼ିଆ ଛବିରେ ଏହି ଗୀତଟି ରହିଛି…

ସବ୍ୟସାଚୀ-ପ୍ରିୟା ଯୋଡ଼ିର ହାଟ୍ରିକ୍‌

ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ସବ୍ୟସାଚୀ ୨୦୦୬ରେ ମୁକ୍ତିଲାଭ କରିଥିବା ‘ପାଗଳପ୍ରେମୀ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାର ନିଦେ୍ର୍ଦଶକ ଥିଲେ ହର ପଟ୍ଟନାୟକ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅପରପକ୍ଷରେ ହସକୁରୀ ଓଲିଉଡ ନାୟିକା ପ୍ରିୟା ୨୦୦୮ରେ…

କୋଭିଡ୍‌ ବନିଲା କାରଣ ହାଙ୍ଗଝୁ ଏସିଆନ୍‌ ଗେମ୍ସ ସ୍ଥଗିତ

ସେପ୍ଟେମ୍ବର ୧୦ ତାରିଖରୁ ୨୫ ତାରିଖ ଯାଏଁ ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଏସିଆନ୍‌ ଗେମ୍ସ ଚୀନ୍‌ର ହାଙ୍ଗଝୁ ସହରରେ ଅନୁଷ୍ଠିତ ହେବାର ଥିଲା। ତେବେ ଚୀନର ବିଭିନ୍ନ ସହରରେ ବର୍ତ୍ତମାନ କୋଭିଡ୍‌ ସଂକ୍ରମଣର ବିସ୍ଫୋରଣ ହୋଇଥିବାରୁ ୧୯ତମ…

ବୀରେନ୍ଦ୍ର, ରୂପିନ୍ଦରଙ୍କ ପରି ଖେଳାଳି କ’ଣ ପୁଣିନେବେ ଅବସର?

ଏସିଆନ୍‌ ଗେମ୍ସ ହେଉଛି ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିବାର ପ୍ରତିଯୋଗିତା। ବହୁ ଦଳଗତ ଓ ବ୍ୟକ୍ତିଗତ କ୍ରୀଡ଼ାରେ ସିଧାସଳଖ ଅଲିମ୍ପିକ୍‌ ଯୋଗ୍ୟତା ଏସିଆନ୍‌ ଗେମ୍ସ ସଫଳତାରୁ ମିଳିଥାଏ। ତେଣୁ ଏସିଆର ଖେଳାଳିମାନେ ଏହାକୁ ନେଇଥାନ୍ତି ଖୁବ୍‌ ଗମ୍ଭୀର। ହକି ପାଇଁ…

ବିଶ୍ୱ ୮ ବର୍ଷରୁ କମ୍‌ ବାଳକ ବର୍ଗରେ କୌଶିକ ଚମ୍ପିଆନ

ଭାରତର ୬ ବର୍ଷ ବୟସର ଚେସ୍‌ ଖେଳାଳି ଆଶ୍ୱସ୍ତ କୌଶିକ ଇତିହାସ ରଚନା କରି ବିଶ୍ୱ ଓପନ ୮ ବର୍ଷରୁ କମ୍‌ ବାଳକ ବର୍ଗରେ ଚମ୍ପିଆନ ହୋଇଛନ୍ତି। ମେ’ ୧ରୁ ୩ ଯାଏ ଗ୍ରୀସ୍‌ର ରୋଡେସଠାରେ ଏହି ବିଶ୍ୱ ପ୍ରତିଯୋଗିତା ଅନୁଷ୍ଠିତ…

କିଟ୍‌ରେ ଆରମ୍ଭ ହେଲା ରାଜ୍ୟ ସବ୍‌ଜୁନିଅର ବ୍ୟାଡ୍‌ମିଣ୍ଟନ

ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ ପକ୍ଷରୁ ଆୟୋଜିତ ୧୫ ଓ ୧୭ ବର୍ଷରୁ କମ୍‌ ସବ୍‌ଜୁନିଅର ବାଳକ, ବାଳିକା ରାଜ୍ୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରବିବାର ପର୍ଯ୍ୟନ୍ତ ଚାଲିବ।…