ରାଉରକେଲାର ଅଶୋକ ଲେଙ୍କା ଓ ପ୍ରତିଭା ନାୟକଙ୍କ ୧୬ ମାସର ଶିଶୁପୁତ୍ର ଜନ୍ମେଶ ଲେଙ୍କା ଅସୁସ୍ଥତାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସା ପରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ଲୋକଙ୍କ ନିଷ୍ପତ୍ତି କ୍ରମେ ଶିଶୁର ୨ଟି କିଡନୀ ସହ ଲିଭର୍ ଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲ ରେ ଜଣେ ଶିଶୁକୁ ଯକୃତ ଓ ଭୁବନେଶ୍ୱର ଏମ୍ସରେ ଜଣେ ରୋଗୀଙ୍କୁ କିଡ୍ ନି ପ୍ରତିରୋପଣ କରାଯାଇଥିଲା । ଏହାସହିତ ରାଜ୍ୟସରକାରଙ୍କ ନିୟମ ମୁତାବକ ପୋଲିସ ପକ୍ଷରୁ ମୃତକଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। Post navigation ନବରଙ୍ଗପୁର ଜିଲ୍ଲାରେ ୬ ବର୍ଷର ଶିଶୁକନ୍ୟାକୁ ୬୦ରୁ ଉର୍ଦ୍ଧ୍ଵ ଚେଙ୍କ ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖ ବଦଳରେ ଅପ୍ରେଲ ୨୪ ରେ ପାଳନ