14,000 medical posts vacant in the state: Health Minister
ରାଜ୍ୟରେ ୧୪,୦୦୦ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ସୋମବାର ଦିନ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
 
ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
 
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୯୬୩୩ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି । ସେଇଭଳି ୪୮୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ଖାଲି ପଡ଼ିଛି । 

By Nirvay

Leave a Reply

Your email address will not be published. Required fields are marked *