ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ି ୧୬ ଜଣ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ, ୩ ଶ୍ରୀଲଙ୍କା ନାଗରିକ ଥିବା ସୂଚନା ମିଳିଛି। ନିଖୋଜଙ୍କୁ ଖୋଜିବାକୁ ଜାହାଜ ଓ ଏୟାରକ୍ରାଫ୍ଟ ପଠାଇଛି ଭାରତ। ଓମାନ ଜାହଜ ସହ ସର୍ଚ୍ଚ ଅପରେସନରେ INS ତେଗ ସାମିଲ। ୪୮ ଘଣ୍ଟା ହେଲାଣି ମିଳୁନି ୧୬ ନିଖୋଜ କ୍ରିଉଙ୍କ ପତ୍ତା। ଗଲ୍ଫ ଦେଶ ଓମାନରୁ ୟେମେନ ବନ୍ଦରକୁ ଟ୍ୟାଙ୍କର ଯାଉଥିଲା। Post navigation ଟ୍ରେନିଂରୁ ବାତିଲ ହେଲେ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଜୁଏଲ ଓରାମ ହେଲେ ନିତି ଆୟୋଗର ଆମନ୍ତ୍ରିତ ସଦସ୍ୟ