୨୦୨୩-୨୪ରେ ଗୁଟଖାରୁ ରାଜ୍ୟକୁ ମିଳିଥିଲା ୧୦୧୨ କୋଟି ଟଙ୍କା । ଆଜି ବିଧାନଭାରେ ଗୁଟଖାରୁ ଟିକସକୁ ନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ ରାଜ୍ୟ ସରକାର । ୨୦୨୪-୨୫ ଜୁଲାଇ ସୁଦ୍ଧା ଆଦାୟ ହୋଇଛି ୩୫୭.୧୬ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *