ଉତ୍ତର ପ୍ରଦେଶର ବାହାରଚିରେ ଗଧିଆ ଆତଙ୍କ ଥମୁନି । କାଲି ଆତଙ୍କ ଖେଳାଇ ଥିବାବେଳେ ଆଜି ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ମାସରେ ୯ ଜଣଙ୍କୁ ମାରିଲେଣି ଗଧିଆ ପଲ। ୧୦ରୁ ଅଧିକ ଆହତ ହୋଇଛନ୍ତି। ବନବିଭାଗ ଏଯାବତ୍ ୪ ଗଧିଆଙ୍କୁ ଧରିଥିବା ବେଳେ ଆଉ ଦୁଇଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *