vinod-shukla-to get-Jnanpith Award/
ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳାଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାର ।
 
୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି ।
 
ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ପାଇବେ ଶୁକ୍ଳା ସାହିତ୍ୟ ଜଗତର ସର୍ବୋଚ୍ଚ ପୁରସ୍କାର ପାଇବେ । ହିନ୍ଦୀ ସାହିତ୍ୟ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିବ ।

By Nirvay

Leave a Reply

Your email address will not be published. Required fields are marked *