ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍। ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି। ଉଦୟଭାନୁ ବର୍ତ୍ତମାନ ଯୁବ କଂଗ୍ରେସର ସାଧାରଣ ସଂପାଦକ ଓ ଜାମ୍ମୁ-କାଶ୍ମୀର ପ୍ରଦେଶ ଯୁବ କଂଗ୍ରେସର ସଭାପତି ଅଛନ୍ତି।

Leave a Reply

Your email address will not be published. Required fields are marked *