ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ସତର୍କତା ସେବା ପୁନଃ ଆରମ୍ଭ କଲା କମିଶନରେଟ୍ ପୋଲିସ । ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି କମିସନରେଟ୍ ପୋଲିସ । ଏଣିକି ଏଫଏମ ରେଡିଓରେ ସମସ୍ତେ ପାଇପାରିବେ ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ । ଏନେଇ ସମସ୍ତ FM ଚ୍ୟାନେଲ୍ ଶହ ଆଲୋଚନା କରିଛି କମିସନରେଟ୍ ପୋଲିସ । ଟ୍ରାଫିକ୍ ପୋଲିସ ସହ ସମସ୍ତ FM ଚ୍ୟାନେଲ୍ ମିଶିକି କାମ କରିବେ । ପାର୍ବଣ ପାଇଁ ରାସ୍ତା ଜାମର ତଥ୍ୟ ଦେବ ଏଫଏମ ରେଡିଓ । Post navigation ଅକ୍ଟୋବର ୬କୁ ଘୁଞ୍ଚିଲା ସିପିଏସଇ-୨୦୨୪ ତୃତୀୟ ପେପର ପରୀକ୍ଷା ସମ୍ବଲପୁରରେ ମା ସମଲେଶ୍ଵରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ