Tag: Youth Congress President

ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ

ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍। ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି। ଉଦୟଭାନୁ ବର୍ତ୍ତମାନ ଯୁବ କଂଗ୍ରେସର ସାଧାରଣ ସଂପାଦକ ଓ ଜାମ୍ମୁ-କାଶ୍ମୀର ପ୍ରଦେଶ ଯୁବ କଂଗ୍ରେସର ସଭାପତି…