ରାଜ୍ୟ ରାଜ୍ୟରେ ମହିଳା ଅଦାଲତ ପ୍ରତିଷ୍ଠା ନେଇ ସରକାର ଙ୍କ ନିଷ୍ପତ୍ତି : ପୃଥ୍ଵୀରାଜ ହରିଚନ୍ଦନ November 21, 2024 Nirvay ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଉଥିବା ବେଳେ ରାଜ୍ଯ ସରକାର ମହିଳା ଅଦାଲତ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ ଆଜି ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅଦାଲତଗୁଡ଼ିକ ମହିଳାଙ୍କ ପ୍ରତି ହିଂସା ଏବଂ…