Tag: WATCO

ଗୁରୁଚରଣ ଦାସ ୱାଟକୋର ଏମ୍‌ଡି

ଜନସ୍ବାସ୍ଥ୍ୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗୁରୁଚରଣ ଦାସ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।ଗୁରୁଚରଣଙ୍କୁ ୱାଟକୋ ଏମ୍‌ଡି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଗୁରୁଚରଣ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଦାୟିତ୍ବରେ ଥିଲେ।