ତାଜା ଖବର ରାଜ୍ୟ BMC To Impose User Fee: ୟୁଜର ଫି ଆଦାୟ କରିବ ବିଏମ୍ସି January 5, 2026 Nirvay ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଆଦାୟ କରିବ ୟୁଜର ଫି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (User Fee) ଦେବାକୁ ସମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଘର, ହୋଟେଲ, ସପିଂ ମଲ୍, କ୍ୟାଫେ,…