ଖେଳ ସେପ୍ଟେମ୍ବର ୯ ରୁ ଏସିଆ କପ୍ ୨୦୨୫ July 26, 2025 Nirvay ପହଲଗାମ ଘଟଣା ପରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଥିବା ସସ୍ପେନ୍ସ ଆଜି ଦୂର ହୋଇଛି । ସେପ୍ଟେମ୍ବର ୯ ରୁ ୨୮ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ୍ ୨୦୨୫ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ । ଭାରତ ଏସିଆ କପ…