ରାଜ୍ୟ ୬୩ ଆଦିବାସୀ ପରିବାରକୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ December 12, 2024 Papirani ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର କଷ୍ଟି ପାଳ ଓ ଶ୍ରି ମନ୍ତପୁର ଗ୍ରାମର ୬୩ ଆଦିବାସୀ ପରିବାରର ଘରଡିହ ଓ ଚାଷଜମିକୁ ବେଦଖଲ କରି ଥି ବା ‘ଜଗବନ୍ଧୁ କ୍ରସର’ର କବଳରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଧାୟକ ନବିନ…