ତାଜା ଖବର ରାଜ୍ୟ Malyabanta Mahotsav-2026: ଫେବ୍ରୁଆରୀ ୧ ରୁ ଆରମ୍ଭ ହେବ ମାଲକାନଗିରି ଜିଲ୍ଲା ମହୋତ୍ସବ ‘ମାଲ୍ୟବନ୍ତ’ January 7, 2026 Nirvay ସଜେଇ ହେଉଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହବ ମାଲକାନଗିରି ଜିଲ୍ଲା ମହୋତ୍ସବ ‘ମାଲ୍ୟବନ୍ତ’ । ପାରମ୍ପରିକ ଆଦିବାସୀ ନାଚ ଗୀତରେ ଦୁଲକିବ ଉପାନ୍ତ ଅଞ୍ଚଳ । ଏଥିପାଇଁ ରଙ୍ଗବେରଙ୍ଗରେ ସଜେଇ ହୋଇଛି ମାଲକାନଗିରି । ମାଲକାନଗିରିର…