ତାଜା ଖବର ଦେଶ Train Ticket Cancellation & Refund Rules: ଟିକେଟ୍ କ୍ୟାନସଲ୍ ଓ ରିଫଣ୍ଡ ନେଇ ରେଲୱେର ନୂଆ ନିୟମ March 24, 2026 Nirvay ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟ କ୍ୟାନସଲ୍ ଓ ରିଫଣ୍ଡ ନେଇ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁସାରେ, ଟ୍ରେନ ଟିକେଟ କ୍ୟାନସଲ୍ କରିବା ସମୟରେ ଯାତ୍ରୀଙ୍କୁ କେତେ ପରିମାଣର ରିଫଣ୍ଡ ମିଳିବ, ତାହା ନିର୍ଦ୍ଧାରଣ କରାଯାଇଛି…