ରାଜନୀତି ରାଜ୍ୟ ‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ସୁବ୍ରତ ଛାଟୋଇ October 9, 2025 Nirvay ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଭୁବନେଶ୍ଵରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ବାଣିକ’ ରେ କ୍ରାଇମବ୍ରାଞ୍ଚ ଚଢ଼ାଉ ପରେ ‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ମୁଖ୍ୟ ସୁବ୍ରତ ଛାଟୋଇ ଖଣ୍ଡନ କରିଛନ୍ତି । ବାଣିକ୍’ର ପୋଲିସ SI ପରୀକ୍ଷା ଘୋଟାଲାରେ…