Tag: Subhadra Call Centre

ସୁଭଦ୍ରା କଲ ସେଣ୍ଟର ଉଦଘାଟିତ

ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସିଠାରେ ଏହି କଲ ସେଣ୍ଟର ଉଦଘାଟିତ ହୋଇଛି । କଲ ସେଣ୍ଟର ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ…