Tag: Students Driving

ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି। ଏସବୁ ମଧ୍ୟରେ ନାବାଳକ ଗାଡିଚାଳକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସିବା ବିପଦପୂର୍ଣ୍ଣ । ଆଇନଶୃଙ୍ଖଳା ପରିସ୍ଥିତି ରୋକିବାକୁ ରାଜ୍ୟ ପରିବହନ ବିଭାଗ ମଧ୍ୟ…