ତାଜା ଖବର ରାଜ୍ୟ Youth Congress State Committee Dissolved: ଭାଙ୍ଗିଲା ଯୁବ କଂଗ୍ରେସର ରାଜ୍ୟ କମିଟି, ୨୩ରୁ ନିର୍ବାଚନ ପ୍ରକ୍ରିୟା October 21, 2026 Nirvay ଯୁବ କଂଗ୍ରେସର ରାଜ୍ୟ କମିଟି ଭାଙ୍ଗିଲା । ନୂଆ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ସହ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଆସନ୍ତା ୨୩ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ…