ରାଜ୍ୟ Sijimali Mines: ଆରାବଳୀ ପରେ ସିଜିମାଳି ଦୁଃଖ ହେବ କି ଦୂର ? December 31, 2025 Papirani ଜନତାଙ୍କ ସର ଓ ପ୍ରତିବାଦ ଆଗରେ ସୁପ୍ରିମକୋର୍ଟ ବି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ଯେଉଁ ସୁପ୍ରିମକୋର୍ଟ ନଭେମ୍ବରରେ ଆରାବଳୀ ପର୍ବତମାଳା ପାଦଦେଶରେ ଖଣି କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ, ସେହି ସୁପ୍ରିମକୋର୍ଟ ଜନ ସ୍ୱରକୁ ସମ୍ମାନ ଜଣାଇ ନିଜର ପୂର୍ବ…