Tag: Sheragada

Attack on BJD Leader: ଆହତ ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ହସ୍ପିଟାଲରେ ଭେଟିଲେ ନବୀନ ପଟ୍ଟନାୟକ

ଗତକାଲି ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ହସ୍ପିଟାଲ ରେ ଭେଟି ଥିଲେ…

ଗଞ୍ଜାମ ଜିଲ୍ଲାର ଶେରଗଡ଼କୁ ଏନ୍‌ଏସି ମାନ୍ୟତା

ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼ ପାଇଁ ଏନ୍‌ଏସି ମାନ୍ୟତା ଘୋଷଣା କରିଛନ୍ତି । ଶେରଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭା ହିଞ୍ଜିଳି ଅନ୍ତର୍ଗତ ହୋଇଥିବାରୁ ଏ ଘୋଷଣାର ଅଧିକ ମହତ୍ତ୍ୱ ରହିଛି ବୋଲି କୁହା ଯାଉଛି…