ରାଜ୍ୟ ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ January 27, 2025 Nirvay ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ, ଅନେକ ସପିଂ ମଲ , ଏକାମ୍ର…