ତାଜା ଖବର ରାଜ୍ୟ Schools Face Power Cuts: ବିଭିନ୍ନ ସ୍କୁଲ୍ରେ ବିଦ୍ୟୁତ ସଂଯୋଗ କାଟିବା ପ୍ରସଙ୍ଗ: ତୁରନ୍ତ ସଂଯୋଗ ଦେବାକୁ ନିର୍ଦ୍ଦେଶ September 19, 2026 Nirvay ରାଜ୍ୟର ବିଭିନ୍ନ ସ୍କୁଲ୍ରେ ବିଦ୍ୟୁତ ସଂଯୋଗ କାଟିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, ସ୍କୁଲ୍ଗୁଡ଼ିକରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, କିଛି ସ୍କୁଲ୍ରେ ପୁନର୍ବାର…