ତାଜା ଖବର ରାଜନୀତି ରାଜ୍ୟ United Opposition Submits Memorandum to Governor: ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ବହିଷ୍କାର ପାଇଁ ରାଜ୍ୟପାଳଙ୍କୁ ମିଳିତ ବିରୋଧୀ ଦଳର ସ୍ମାରକପତ୍ର ପ୍ରଦାନ March 31, 2026 Nirvay ମିଳିତ ବିରୋଧୀ ଦଳର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକଭବନ ରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକ ବଡ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧରେ…