ରାଜ୍ୟ ଓସିଏକୁ ସରଳ ପ୍ରଶ୍ନ; ସନାତନ ପାଣି ଲିଜେଣ୍ଡ ନୁହଁନ୍ତି ? February 11, 2025 Papirani ଓଡ଼ିଶା କ୍ରିକେଟ ଆ ଆସୋସିଏସନ ଲିଜେଣ୍ଡ ଶବ୍ଦର ଅର୍ଥ ବୁଝେ କି ନା ଆମେ ଜାଣୁନା। ରବିବାରର ଦିନିକିଆ ମ୍ୟାଚବେଳେ ବାରବାଟୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କ ଲାଗି ବସିବା ଓ ମ୍ୟାଚ ଦେଖିବାର ସୁବିଧା କରାଯାଇଥିଲା। ବିଶେଷ କରି ପଦ୍ମ…