Tag: Salapdih forest

ଖୋର୍ଦ୍ଧା ଶାଳାପଡିହ ଜଙ୍ଗଲରେ ବାଘର ପାଦଚିହ୍ନ; ଗ୍ରାମବାସୀ ଆତଙ୍କିତ

ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଶାଳାପଡିହ ଜଙ୍ଗଲରେ ଏକ ରୟାଲ ବେଙ୍ଗଲ ଟାଇଗରର ପାଦଚିହ୍ନ ଦେଖିବାକୁ ମିଳିଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିକଟସ୍ଥ କେତେକ ଅଞ୍ଚଳରେ ଦେଖାଯାଇଥିବା ପାଦଚିହ୍ନ ଯାଞ୍ଚ କରିବା ପରେ ବନ ବିଭାଗ ଶାଳାପଡିହ ଜଙ୍ଗଲରେ…