ତାଜା ଖବର ରାଜ୍ୟ Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି January 18, 2026 Nirvay ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ନିଯୁକ୍ତି ମିଳିବ ବୋଲି ସଂସ୍ଥା ସିଇଓ ପ୍ରେମ କୁମାର ଗର୍ଗ ଆଜି ଘୋଷଣା କରିଛନ୍ତି । ଏହାସହିତ ୫ ମାସ ଯାଏଁ ସଂସ୍ଥା ପରିବାରର…