ତାଜା ଖବର ରାଜ୍ୟ Thar Tragedy In Bhubaneswar: କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ January 21, 2026 Nirvay ବୁଧବାର ଦିନ ଭୁବନେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗଙ୍ଗପଡ଼ା ଅଞ୍ଚଳରେ, ଏନ୍ଏଚ୍ରେ କଣ୍ଟେନରକୁ ଥାର୍ ପଛରୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଥାର୍ ଗାଡ଼ି ସଂପୂର୍ଣ୍ଣ ଚୁର୍ମାର୍ଆ ହୋଇଯାଇଥିବାବେଳେ ଆଉ ଜଣେ…