Tag: Ration Distribution

ଗ୍ରୀଷ୍ମପ୍ରବାହ ଯୋଗୁଁ ରାସନ ବଣ୍ଟନର ସମୟ ପରିବର୍ତ୍ତନ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସକାଳ ୭ଟାରୁ ୧୦ଟା ଏବଂ ସଂଧ୍ୟା ୫ଟାରୁ ୮ଟା ଯାଏଁ ରାସନ ବଣ୍ଟନ କରିବାପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ…