Tag: Rajnagar Police Station

ଦବଙ୍ଗଗିରି କରି ରାଜନଗର ଥାନା ଏଏସଆଇ ନିଲମ୍ବିତ

ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ…