Tag: Puri Ratha Jatra 2025

ରଥଯାତ୍ରା ୨୦୨୫: ଶେଷ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି; ତିନି ରଥରେ ରଥାରୂଢ ତିନି ଠାକୁର

ଆଜି ପବିତ୍ର ରଥଯାତ୍ରା ଅବସରରେ ନୀତିକାନ୍ତି ସଠିକ ସମୟରେ ସଂପନ୍ନ ହୋଇଥିବାବେଳେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି । ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତିମୟ ପରିବେଶ ମଧ୍ୟରେ ହୁଳହୁଳି, ହରିବୋଲ…