ମନୋରଞ୍ଜନ ରାଜ୍ୟ କୋରାପୁଟରେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମର ସୁଟିଂ ଆରମ୍ଭ March 8, 2025 Nirvay ଏସ ଏସ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ଏସଏସଏମବି୨୯’ ପାଇଁ କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଳମାଳି ପାହାଡ଼ରେ ସୁଟିଂ ଆରମ୍ଭ ହୋଇଛି । ସାଉଥ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଓ ଟିମ୍ର ଅନ୍ୟ…