ରାଜନୀତି ରାଜ୍ୟ Nuapada Bypoll: ବିଜେଡି ନେତାଙ୍କ ଆକ୍ରମଣ ପ୍ରସଙ୍ଗ; ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି କହିଛି ବିଜେପି November 1, 2025 Nirvay ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡାର ସ୍ଥାନୀୟ ବରିଷ୍ଠ ନେତା ଖାମସିଂହ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର…
ରାଜନୀତି ରାଜ୍ୟ Nuapada Election Updates: ନୂଆପଡାରେ ବିଜେପି ର “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା” କାର୍ଯ୍ୟକ୍ରମ November 1, 2025 Nirvay ଆଜି ନୁଆପଡା ଜିଲ୍ଲାର ଶତାଧିକ ଜନସାଧାରଣ ବିଜେପିରେ ସାମିଲ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ” ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂତନ ମତଦାତା ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ…
ରାଜନୀତି ରାଜ୍ୟ Nuapada Bypoll: କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ November 1, 2025 Nirvay କୋମନାରେ କୋରାପୁଟ ବିଧାୟକଙ୍କ ପିଏସଓ ଦ୍ୱାରା ବ୍ଲାଙ୍କ ଫାୟାର କରିବା ଘଟଣା ସମ୍ପର୍କରେ ଆଜି କୋମନା ଥାନାରେ କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତକାଲି କୋମନା ସହର ମଧ୍ୟରେ ହୋଟେଲ ସମ୍ପର୍କ ସମ୍ମୁଖରେ ଘଟିଯାଇଥିବା ଅପରାଧିକ ଘଟଣା…
ବ୍ୟବସାୟ Mohammad Azharuddin: ତେଲେଙ୍ଗାନା କ୍ୟାବିନେଟ୍ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମହମ୍ମଦ ଆଝାରୁଦ୍ଦିନ October 31, 2025 Nirvay ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ । ଆଜି ରାଜଭବନରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଜିଷ୍ଣୁ ଦେବ…
ବ୍ୟବସାୟ FIR lodged against Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଅଭିଯୋଗ October 31, 2025 Nirvay ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିଜେଡି ନେତା ବବି ଦାସଙ୍କ ନାଁରେ ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି । କୋମନାର ଜଣେ ଆଦିବାସୀ ଯୁବକ ଏହି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ…
ବ୍ୟବସାୟ Nuapada Bypoll: ନୂଆପଡାରେ ପ୍ରୀତି ରଞ୍ଜନ ଘଡେଇଙ୍କ ବାସସ୍ଥାନରେ ଚଢ଼ାଉ କରିବା ଘଟଣାକୁ କଡା ନିନ୍ଦା କରିଛି ବିଜେଡି October 31, 2025 Nirvay ନୂଆପଡାରେ ନିର୍ବାଚନ ପ୍ରଚାର ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡେଇ ନୂଆପଡାରେ ରହୁଥିବା ଘର ଉପରେ ପ୍ରଶାସନ ତରଫରୁ ଆଜି ଚଢ଼ାଉ କରାଯାଇଥିଲା, ଯାହାକୁ ବିଜୁ ଜନତା ଦଳ ତରଫରୁ କଡା…
ବ୍ୟବସାୟ Nuapada-Bypoll: ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ October 30, 2025 Nirvay ଉପନିର୍ବାଚନ ପାଇଁ ନୂଆପଡ଼ାରେ ପ୍ରଚାର ସରଗରମ ରହିଥିବାବେଳେ ଏହି କ୍ରମରେ ଆସନ୍ତା ୩ ତାରିଖ ଦିନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନବୀନ…
ବ୍ୟବସାୟ Sankarsan Parida Dies: କବି ତଥା ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ October 30, 2025 Nirvay ବରିଷ୍ଠ ବିଜେପି ନେତା ଏବଂ ଲୋକପ୍ରିୟ କବି ଶଙ୍କର୍ଷଣ ପରିଡା ଗୁରୁବାର ଦିନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । ସେ ପୂର୍ବରୁ ଫୁସଫୁସ କର୍କଟ…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ାରେ ବିଜେପିର କୁମ୍ଭାର ସମାବେଶ October 29, 2025 Nirvay ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ…
ରାଜନୀତି ରାଜ୍ୟ Starvation Death in Jajpur: ନିଶା ମାଙ୍କଡ଼ିଆ ଅନାହାର ମୃତ୍ୟୁ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏକ କଳଙ୍କ: କଂଗ୍ରେସ October 29, 2025 Nirvay ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସ ଭବନ ରେ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସରକାର ଆଦିବାସୀଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ନଗ୍ନ ଚିତ୍ର…