Tag: Politics

ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ?

ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…

କାହିଁକି ହେଇପାରୁନି ଓଡ଼ିଶା ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ

ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । ୨୪ ବର୍ଷର ସ୍ଥିର ସରକାର ବିଜେଡି ହାତରୁ କ୍ଷମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ ୧୨ ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ…

ଖୁବଶୀଘ୍ର ବିଭାଗ ବଣ୍ଟନ ହେବ: ମୁଖ୍ୟମନ୍ତ୍ରୀ

କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଅଛନ୍ତି। ବିଭାଗ ବଣ୍ଟନକୁ ସମସ୍ତେ ଚାହିଁ ରାହିଥିବାବେଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ବ ହେଉଛି। ଏ ନେଇ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଖୁବ୍‌…

ଛାତ୍ର ରାଜନୀତିକୁ ସମାପ୍ତ କରିଥିଲା ବିଜେଡି; ନୂଆ ସରକାରଠୁ ରହିଛି ଆଶା

ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ…

ନୂଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ନେବେ ଶପଥ

ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଲାଗିଲା ମୋହର । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ବୁଧବାର ୧୬ଜଣ ଶପଥ ନେବେ। ଏହି ୧୬ ଜଣଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ…

ମେଣ୍ଟ ପାଇଁ କ୍ଷମତା ଓ ପ୍ରତିପତ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ କି ବିଜଦ?

ନିର୍ଭୟ ମିଡିଆ, ଭୁବନେଶ୍ୱର: ମକର ସଂକ୍ରାନ୍ତୀରେ ଗୁଡ଼ି ଉଡ଼ିଲା ପରି ଏବେ ସାରା ରାଜ୍ୟରେ ଉଡ଼ୁଛି ମେଣ୍ଟ ଗୁଡ଼ି । ଯିଏ ଯାହା ଖୁସିରେ ଗୁଡ଼ି ଉଡ଼ାଇବା ସହ ଆସନ ମଧ୍ୟ ବଣ୍ଟାବଣ୍ଟି କରିଦେଲେଣି । ଏପ୍ରକାର ଗୁଜବର ସ୍ରଷ୍ଟା କିଏ,…