ରାଜ୍ୟ କଣ୍ଟାବାଞ୍ଜିରେ ପୋଲିସ କନେଷ୍ଟବଳଙ୍କୁ ଅଭିଯୁକ୍ତର ଆକ୍ରମଣ July 8, 2025 Nirvay କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ଅଭିଯୁକ୍ତର ପଥର ମାଡ଼ରେ କନେଷ୍ଟବଳ ଗୁରୁତର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ କନେଷ୍ଟବଳ । ଗୁରୁତର କନେଷ୍ଟବଳ କଣ୍ଟାବାଞ୍ଜି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।